ETV Bharat / sports

ମାର୍ଚ୍ଚ 10ରୁ ସବ୍‌-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ୍‌ - ଜୁନିୟର ହକି ଖେଳାଳି

11ତମ ଭାରତୀୟ ସବ୍‌-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ 2021 ମାର୍ଚ୍ଚ 10ରୁ ଆରମ୍ଭ ହେବ । ଅଧିକ ପଢନ୍ତୁ...

Jharkhand all-set to host 11th Hockey India Sub Junior Women National Championship
ମାର୍ଚ୍ଚ 10ରୁ ସବ୍‌-ଜୁନିୟର ମହିଳା ନ୍ୟାସନାଲ ଚମ୍ପିଆନସିପ୍‌
author img

By

Published : Mar 1, 2021, 9:31 PM IST

ହାଇଦ୍ରାବାଦ: ସିନିୟରଙ୍କ ପରେ ଖୁବଶୀଘ୍ର ଆକ୍ସନରୁ ଫେରିବେ ଭାରତୀୟ ଜୁନିୟର ହକି ଖେଳାଳି । ଘରୋଇ ହକି କ୍ୟାଲେଣ୍ଡର ସୂଚୀ ଅନୁଯାୟୀ 11ତମ ଭାରତୀୟ ସବ-ଜୁନିୟର ମହିଳା ହକି ନ୍ୟାସନାଲ ଚମ୍ପିଆନସିପ 2021 ମାର୍ଚ୍ଚ 10ରୁ ଆରମ୍ଭ ହେବ । ଏହି ସଂସ୍କରଣର ଆୟୋଜକ ରହିଛି ଝାଡଖଣ୍ଡ ।

ହକି ଝାଡଖଣ୍ଡ ଏହି ସଂସ୍କରଣର ଆୟୋଜକ ରହିଛି । ମାର୍ଚ୍ଚ 10ରୁ 18 ପର୍ଯ୍ୟନ୍ତ ସିମଡେଗାରରେ ଆୟୋଜିତ ହେବ । ସାରାଦେଶରୁ ମୋଟ 21ଟି ଟିମର 350 ଖେଳାଳି, କୋଚିଂ ଓ ସପୋର୍ଟ ଷ୍ଟାଫ ସିମଡେଗା ପହଞ୍ଚିବେ ।

5ଟି ପୁଲ ମ୍ୟାଚ ଖେଳାଯିବାପରେ ମାର୍ଚ୍ଚ 15ରେ କ୍ବାର୍ଟର-ଫାଇନାଲ ଓ ମାର୍ଚ୍ଚ 17ରେ ସେମିଫାଇନାଲରେ ଖେଳାଯିବ । ମାର୍ଚ୍ଚ 18ରେ ଫାଇନାଲ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.