ETV Bharat / sports

ହକି ଫିଭର: କଳିଙ୍ଗରେ ଭାରତର ଟାର୍ଗେଟ ଟୋକିଓ - କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର

ନଭେମ୍ବର 1 ସନ୍ଧ୍ୟା 6.00 ଟାରେ ଭାରତୀୟ ମହିଳା ଦଳ ପ୍ରଥମେ ୟୁଏସଏ ସହ ମ୍ୟାଚ ଖେଳିବ । ପରେ ରାତି 8.00 ଟାରେ ଭାରତୀୟ ପୁରୁଷ ଦଳ, ଋଷିଆ ପୁରୁଷ ଦଳକୁ ଭେଟିବ ।

ଡିଜାଇନ ଫଟୋ
author img

By

Published : Oct 31, 2019, 5:59 PM IST

ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଟୋକିଓ ଅଲମ୍ପିକରେ ଯୋଗ୍ୟତା ହାସଲ ପାଇଁ ଲଢେଇ କରିବ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ସେଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଖେଳାଳି, କୋଚ, କଳିଙ୍ଗ ଷ୍ଟାଡିୟମ ସମସ୍ତେ 1 ନଭେମ୍ବର ଅପେକ୍ଷାରେ ।

Indias Olympic qualifier
ଭାରତୀୟ ପୁରୁଷ ହକି ଦଳ

ନଭେମ୍ବର 1 ସନ୍ଧ୍ୟା 6.00 ଟାରେ ଭାରତୀୟ ମହିଳା ଦଳ ପ୍ରଥମେ ୟୁଏସଏ ସହ ମ୍ୟାଚ ଖେଳିବ । ପରେ ରାତି 8.00 ଟାରେ ଭାରତୀୟ ପୁରୁଷ ଦଳ, ଋଷିଆ ପୁରୁଷ ଦଳକୁ ଭେଟିବ । ପରଦିନ ଅର୍ଥାତ ନଭେମ୍ବର 2ରେ ମଧ୍ୟ ଭାରତୀୟ ମହିଳା ଦଳ ଓ ୟୁଏସଏ ମହିଳା ଦଳ ମଧ୍ୟରେ ଦ୍ବିତୀୟ ମୁକାବିଲା ହେବ । ରାତି 8.00ଟାରେ ପୁରୁଷ ଦଳ ମଧ୍ୟ ଋଷିଆ ସହ ଦ୍ୱିତୀୟ ମ୍ୟାଚ ଖେଳିବ ।

Indias Olympic qualifier
ଭାରତୀୟ ପୁରୁଷ ହକି ଦଳ

ତେବେ ପୁରୁଷ ଦଳ ପାଇଁ ମୁକାବିଲା ସହଜ ହେବା ନେଇ ଆଶା କରାଯାଉଛି । ବିଶ୍ବ ହକି ମାନ୍ୟତାର 22 ନଂ ସ୍ଥାନରେ ରହିଛି ଋଷିଆ । ଭାରତ ଠାରୁ ଋଷିଆ ହକି ଟିମ ଅପେକ୍ଷାକୃତ ଦୁ୍ର୍ବଳ ବୋଲି ଚର୍ଚ୍ଚା ହେଉଛି । ତେବେ ଅଲମ୍ପିକ ପାଇଁ ଲଢେଇ ହେଉଥିବାରୁ ଭାରତୀୟ ଦଳ ଲକ୍ଷ୍ୟ କେବଳ ବିଜୟ ହିଁ ରହିବ । ଅନ୍ୟପଟେ ମହିଳା ଦଳ କଡା ମକାବିଲାର ସମ୍ମୁଖୀନ ହୋଇପାରେ । ୟୁଏସଏ ଟିମ ବିଶ୍ବ ମାନ୍ୟତାର 13ତଂମ ସ୍ଥାନରେ ରହିଛି ।

Indias Olympic qualifier
ଭାରତୀୟ ମହିଳା ହକି ଦଳ

ତେବେ ଗତ କିଛି ଟୁର୍ଣ୍ଣାମେଣ୍ଟର ପ୍ରଦର୍ଶନକୁ ଦେଖିଲେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଦମଦାର ଫର୍ମରେ ରହିଛନ୍ତି ।
ପୁରୁଷ ଦଳରେ ଷ୍ଟାର ଖେଳାଳି ହରମନପ୍ରିତ, ରୁପିନ୍ଦର, ମନଦୀପ, କ୍ୟାପଟେନ ମନପ୍ରିତ, ଆକାଶଦୀପଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ଅନ୍ୟପଟେ ମହିଳା ଦଳ କ୍ୟାପଟେନ ରାନୀ, ଲାଲ୍ରେସିଆମି, ଗୁରଜିତଙ୍କ ଠାରୁ ଭଲ ପ୍ରଦର୍ଶନ ଆଶାରେ ରହିଛି ।

ଭାରତୀୟ ପୁରୁଷ ହକି ଦଳ:
ମନପ୍ରିତ ସିଂହ(କ୍ୟାପଟେନ), ଏସଭି ସୁନୀଲ(ଭାଇସ-କ୍ୟାପଟେନ), ପିଆର ଶ୍ରୀଜେଶ, କ୍ରିଷନ ବାହାଦୁର ପାଠକ, ହରମନପ୍ରିତ ସିଂହ, ବରୁଣ କୁମାର, ସୁରେନ୍ଦର କୁମାର, ଗୁରିନ୍ଦର ସିଂହ, ରୁପିନ୍ଦର ପାଲ ସିଂହ, ଅମିତ ରୋହିଦାସ, ନିଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଳିତ କୁମାର ଉପାଧ୍ୟୟ, ମନଦୀପ ସିଂହ, ଆକାଶଦୀପ ସିଂହ, ରମଣଦୀପ ସିଂହ, ସିମ୍ରନଜିତ ସିଂହ ।

Indias Olympic qualifier
ଭାରତୀୟ ପୁରୁଷ ହକି ଦଳ

ଭାରତୀୟ ମହିଳା ହକି ଦଳ:
ରାନୀ ରାମପାଲ(କ୍ୟାପଟେନ), ସବିତା(ଭାଇସ-କ୍ୟାପଟେନ), ରଜନୀ ଇତିମାର୍ପୁ, ଦୀପଗ୍ରସ ଏକ୍କା, ଗୁରଜୀତ କୌର, ରୀନା ଖୋଖର, ସାଲିମା ଟେଟେ, ସୁଶୀଲା ଚାନୁ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ବନ୍ଦନା କାଟରିୟା, ନବନୀତ କୌର, ଲାଲ୍ରେସିଆମି, ନବଜୋତ କୌର, ଶର୍ମିଳା ଦେବୀ ।

Indias Olympic qualifier
ବାମରୁ ମନଦୀପ- ଲାଲ୍ରେସିଆମି- ଗୁରଜିତ-ହରମନପ୍ରିତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.