ETV Bharat / sports

ଟିମ ଇଣ୍ଡିଆର ନୂଆ ମନ୍ତ୍ର: ଆରମ୍ଭରୁ ଆକ୍ରମଣ, ଶୀଘ୍ର ଗୋଲ

ଭାରତୀୟ ହକି ଦଳ ଏକ ନୂଆ ମନ୍ତ୍ର ଆପଣାଇଛି । ମ୍ୟାଚ ଆରମ୍ଭରୁ ଆକ୍ରମାଣାତ୍ମକ ଖେଳି ଶୀଘ୍ର ଗୋଲ ସ୍କୋର କରିବା ଏବେ ଦଳର ଫୋକସ । ପରେ ପ୍ରତିପକ୍ଷ ଟିମକୁ ଚାପରେ ରଖି କ୍ରମାଗତ ଗୋଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ ଇଣ୍ଡିଆ ।

author img

By

Published : Jun 11, 2019, 11:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(@TheHockeyIndia)

ଭୁବନେଶ୍ବର: ଭାରତୀୟ ହକି ଦଳ ଏକ ନୂଆ ମନ୍ତ୍ର ଆପଣାଇଛି । ମ୍ୟାଚ ଆରମ୍ଭରୁ ଆକ୍ରମାଣାତ୍ମକ ଖେଳି ଶୀଘ୍ର ଗୋଲ ସ୍କୋର କରିବା ଏବେ ଦଳର ଫୋକସ । ପରେ ପ୍ରତିପକ୍ଷ ଟିମକୁ ଚାପରେ ରଖି କ୍ରମାଗତ ଗୋଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଟିମ ଇଣ୍ଡିଆ । ଏହି ମନ୍ତ୍ର ଯୋଗୁଁ ଉଜବେକିସ୍ତାନ ବିପକ୍ଷରେ ଏକତରଫା ମ୍ୟାଚ ଜିତି ଭାରତ FIH ପୁରୁଷ ହକି ସିରିଜ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।

ODISHA

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ସିରିଜ ଫାଇନାଲରେ ଏହି କୌଶଳ ଆପଣାଇଛି ଟିମ ଇଣ୍ଡିଆ । ଏନେଇ ଖୁଲାସା କରିଛନ୍ତି ଭାରତୀୟ ଦଳର ନୂଆ କୋଚ ଗ୍ରାହମ ରେଡ । ଭାରତ ହକି ବିଶ୍ବ ମାନ୍ୟତାର 5ନଂ ସ୍ଥାନରେ ରହିଛି । ତେବେ ଆରମ୍ଭରୁ ଭଲ ଖେଳି ପ୍ରତିପକ୍ଷକୁ ଚାପରେ ରଖିବାକୁ ନୂଆ କୋଚ କହିଛନ୍ତି ।

କୌଣସି ଟିମକୁ ଭାରତୀୟ ଦଳ ହଲୁକା ଭାବେ ନେଉନାହିଁ । ସବୁ ମ୍ୟାଚରେ ସକରାତ୍ମକ ଓ ଦୃଢ ଆତ୍ମବିଶ୍ବସର ସହିତ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ଏହା କହିଛନ୍ତି କୋଚ ଗ୍ରାହମ ରେଡ । ମ୍ୟାଚର ପ୍ରଥମ 5 ମିନିଟରେ 2,3ଟି ମୌକାକୁ ଗୋଲରେ ପରିଣତ କରିବାର ଅଛି । ପରେ ଆପେ ପ୍ରତିପକ୍ଷ ଚାପରେ ଆସିବ ଏବଂ ଅଧିକ ମୌକା ଦେବ । ଏହି ରଣନୀତିକୁ ଟିମ ଇଣ୍ଡିଆ ଆଗାମୀ ମ୍ୟାଚରେ ଲାଗୁ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.