ETV Bharat / sports

ସୁଲତାନ ଜୋହର କପର ମୁକୁଟ ପିନ୍ଧିଲା ଗ୍ରେଟ ବ୍ରିଟେନ

ସୁଲତାନ ଜୋହର କପ୍‌ର ନବମ ସଂସ୍କରଣର ମୁକୁଟ ପିନ୍ଧିଛି ଗ୍ରେଟ ବ୍ରିଟେନ । 3ୟ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି ଗ୍ରେଟ ବ୍ରିଟେନ । ଶନିବାର ଦିନ ଭାରତ -ଗ୍ରେଟ ବ୍ରିଟେନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା ।

author img

By

Published : Oct 20, 2019, 5:01 AM IST

India

ମାଲେସିଆ: ଗ୍ରେଟ ବ୍ରିଟେନ 3ୟ ଥର ପାଇଁ ଜିତିଲା ସୁଲତାନ ଜୋହର କପ୍‌ । ଶନିବାର ଭାରତ -ଗ୍ରେଟ ବ୍ରିଟେନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଗ୍ରେଟ ବ୍ରିଟେନ ଭାରତୀୟ ଜୁନିୟର ପୁରୁଷଙ୍କୁ 2-1 ସ୍କୋରରେ ମାତ୍‌ ଦେଇ ଟୁର୍ଣ୍ଣାମେଣ୍ଟର ହିରୋ ପାଲଟି ଯାଇଛି ।

TheHockeyIndia
ଫଟୋ ସୌଜନ୍ୟ:ସୋସିଆଲମିଡିଆ @TheHockeyIndia
TheHockeyIndia
ଫଟୋ ସୌଜନ୍ୟ:ସୋସିଆଲମିଡିଆ @TheHockeyIndia

ପ୍ରଥମେ ଭାରତ 49 ମିନିଟ୍‌ରେ ବିପକ୍ଷ ଦଳର ଗୋଲପୋଷ୍ଟରେ ଗୋଲ୍‌ କରିଥିଲା । ଏହାର ପ୍ରତି ଜବାବରେ ଗ୍ରେଟବ୍ରିଟନ ତୁରନ୍ତ ଭାରତକୁ 50ମିନିଟ୍‌ରେ ଗୋଲ୍‌ ଦେଇ ସ୍କୋର ବରାବର କରିଥିଲା । ପୁଣି 60ମିନିଟ୍‌ରେ ଭାରତକୁ ଗୋଲ୍‌ ଦେଇ ଗ୍ରେଟ୍‌ବ୍ରିଟେନ ଏହି ଟୁର୍ଣ୍ଣାମେଣ୍ଟର ବିଜେତା ପାଲଟି ଯାଇଛି ।

Intro:Body:

y

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.