ETV Bharat / sports

ହକି ପ୍ରୋ ଲିଗର ଅନ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ - kalinga stadium latest news

ticketgenie.in ଓ୍ବେବସାଇଟରେ ଗତଗୁରୁବାର ଠାରୁ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ (ପୁରୁଷ)ର ଅନ୍‌ଲାଇନ ଟିକଟ ବକ୍ରି ଆରମ୍ଭ ହୋଇଯାଇଛି । ଟିକେଟର ସର୍ବନିମ୍ନ ମୂଲ୍ୟ 200ଟଙ୍କା ରହିଥିବା ବେଳେ ସର୍ବାଧିକ ଟିକେଟ ମୂଲ୍ୟ 500ଟଙ୍କା ରହିଛି ।

hockey
author img

By

Published : Nov 24, 2019, 3:26 AM IST

ଭୁବନେଶ୍ବର: ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ (ପୁରୁଷ)ର 2ୟ ସଂସ୍କରଣ । ବିଶ୍ବର 9ଟି ଦଳ ଏହି ଲିଗ୍‌ ଖେଳିବ । ତେବେ ଭାରତୀୟ ଦଳର ଘରୋଇ ଗ୍ରାଉଣ୍ଡ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ରହିଛି । ଭାରତୀୟ ଦଳର ମ୍ୟାଚ ପାଇଁ ଅନ୍‌ଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି ।

ticketgenie.in ଓ୍ବେବସାଇଟରେ ଗତ ଗୁରୁବାର ଠାରୁ ଅନ୍‌ଲାଇନ୍‌ ଟିକେଟ ଉପଲବ୍ଧ ହୋଇଛି । ଟିକେଟର ସର୍ବନିମ୍ନ ମୂଲ୍ୟ 200ଟଙ୍କା ରହିଥିବା ବେଳେ ସର୍ବାଧିକ ଟିକେଟ ମୂଲ୍ୟ 500ଟଙ୍କା ରହିଛି । ପରେ ଏହି ଲିଗ୍‌ର ଟିକଟ ଷ୍ଟାଡିୟମ କାଉଣ୍ଟରରେ ବିକ୍ରି ହେବ ।

ସୂଚନାଥାଉକି, 2020 ହକି ପ୍ରୋ ଲିଗ୍‌ ଜାନୁଆରୀ 11ରୁ 28ତାରିଖ ଯାଏଁ ଚାଲିବ । ତେବେ ଏହି ଲିଗ୍‌ରେ ସାମିଲ ଥିବା 9ଟି ଦେଶ ହେଲା, ଭାରତ, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡସ, ଆର୍ଜେଣ୍ଟିନା, ଜର୍ମାନୀ, ସ୍ପେନ, ଗ୍ରେଟ ବ୍ରିଟେନ ଓ ନ୍ୟୁଜିଲାଣ୍ଡ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.