ETV Bharat / sports

FIH ହକି ସିରିଜ ଫାଇନାଲ: ଆଜି ଭାରତ-ପୋଲାଣ୍ଡ ମୁକାବଲା

FIH ହକି ସିରିଜ ଫାଇନାଲରେ ଆଜି ଭାରତ ଦ୍ବିତୀୟ ମ୍ୟାଚ ଖେଳିବ । ପୋଲାଣ୍ଡକୁ ଭେଟିବ ଭାରତ । ସଂନ୍ଧ୍ୟା 7.00ଟାରେ ଖେଳାଯିବ ଏହି ମ୍ୟାଚ ।

author img

By

Published : Jun 7, 2019, 2:32 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର ହକି ଇଣ୍ଡିଆ)

ଭୁବନେଶ୍ବର: କଳିଙ୍ଗରେ ଜମୁଛି ହକି ମହାଲଢେଇ । ନିଜ ପ୍ରିୟ ଖେଳାଳିଙ୍କୁ ପାଖରୁ ଦେଖୁଛନ୍ତି ହକି ପ୍ରେମୀ । ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ରୁଷିଆ ବିପକ୍ଷ ମ୍ୟାଚରେ ଆରମ୍ଭରୁ ଆଟାକିଙ୍କ ଖେଳିଥିଲେ ମେନ ଇନ ବ୍ଲୁ ।

HOCKEY

କଳିଙ୍ଗ ଦେଖିଥିଲା ଟିମ ଇଣ୍ଡିଆର ହକିର ଯାଦୁ । ଗୋଲର ବର୍ଷା ହୋଇଥିଲା । ଖେଳ ଶେଷହେବା ବେଳକୁ ଭାରତୀୟ ଦଳ 10-0ରେ ହରାଇଥିଲା ଭ୍ରମଣକାରୀ ରୁଷକୁ ।

ତେବେ ଦ୍ବିତୀୟ ମ୍ୟାଚରେ ଆଜି ପୋଲାଣ୍ଡକୁ ଭେଟିବ ଭାରତ । ସଂନ୍ଧ୍ୟା 7.00ଟାରେ ଖେଳାଯିବ ଏହି ମ୍ୟାଚ । ତେବେ ଟିମ ଇଣ୍ଡିଆ ଜବରଦସ୍ତ ଫର୍ମରେ ରହିଛି । ଓ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଟିମର ମନୋବଳ ଶିଖରରେ ରହିଛି । ପ୍ରଥମ ମ୍ୟାଚରେ ବଡ ବିଜୟ ପରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ଦଳ ଲକ୍ଷ୍ୟ ରଖିଛି । ତେବେ ଭାରତର ମ୍ୟାଚ ପୂର୍ବରୁ ସଂନ୍ଧ୍ୟା 5.00ଟାରେ ରୁଷିଆ, ଉଜବେକିସ୍ତାନ ମଧ୍ୟରେ ଲଢେଇ ହେବ ।

Intro:Body:

rwey

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.