ETV Bharat / sports

କୋରୋନା ଘୁଞ୍ଚାଇଲା ସୁଲତାନ ଆଜଲାନ ସାହା ହକି ଟୁର୍ଣ୍ଣାମେଣ୍ଚ - ସୁଲତାନ ଆଜଲାନ ସାହ ହକି ଟୁର୍ଣ୍ଣାମେଣ୍ଚ

କୋରୋନା ଭାଇରସ ଯୋଗୁଁ 29ତମ ସୁଲତାନ ଆଜଲାନ ସାହା ପୁରୁଷ ହକି ଟୁର୍ଣ୍ଣାମେଣ୍ଚ 2020କୁ ଏପ୍ରିଲରୁ ସେପ୍ଟମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି ।

Azlan Shah Cup postponed
ସୁଲତାନ ଆଜଲାନ ସାହ ହକି ଟୁର୍ଣ୍ଣାମେଣ୍ଚ
author img

By

Published : Mar 2, 2020, 7:42 PM IST

Updated : Mar 2, 2020, 8:06 PM IST

କ୍ବାଲାଲାମପୁର: ଏଯାବତ ଏକାଧିକ କ୍ରୀଡା ଟୁର୍ଣ୍ଣାମେଣ୍ଟ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି । ତେବେ ସଦ୍ୟତମ ସୂଚନା ଅନୁସାରେ 29ତମ ସୁଲତାନ ଆଜଲାନ ସାହା ପୁରୁଷ ହକି ଟୁର୍ଣ୍ଣାମେଣ୍ଚ 2020 ଏହି ପ୍ରାଣଘାତୀ ଭାଇରସରେ ପ୍ରଭାବିତ ହୋଇଛି । ଏପ୍ରିଲରେ ହେବାକୁ ଏହି ଟୁର୍ଣ୍ଣାମେଣ୍ଟକୁ ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି ।

Azlan Shah Cup postponed
କରୋନା ଭାଇରସରେ ପ୍ରଭାବିତ କିଛି ପ୍ରମୁଖ କ୍ରୀଡା ପ୍ରତିଯୋଗିତା
Azlan Shah Cup postponed
ଭାରତୀୟ ହକି ଦଳ

ପୂର୍ବରୁ ଏପ୍ରିଲ 11ରୁ 18 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସମୟ ସୂଚୀ ସ୍ଥିର ହୋଇଥିଲା । ମାତ୍ର ଏଥିରେ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର 24ରୁ ଅକ୍ଟୋବର 3 ରଖାଯାଇଛି । ଏନେଇ ଆୟୋଜକ କମିଟି ଚେୟାରମ୍ୟାନ ଦାତୋ ହଜି ଅବିଦ ରହିମ ବିନ ମହମ୍ମଦ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2020, 8:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.