ETV Bharat / sports

'ସୁନୀଲ ଛେତ୍ରୀଙ୍କ ସହ ଟ୍ରେନିଂ ନେବା ମୋର ସୌଭାଗ୍ୟ'

author img

By

Published : Nov 17, 2020, 4:51 AM IST

ବେଙ୍ଗାଲୁରୁ ଏଫସିର ମିଡଫିଲ୍ଡର ସୁରେଶ ସିଂଙ୍କ ମତରେ ତାଙ୍କର କ୍ଲବ ଟିମ ଓ ଜାତୀୟ ଫୁଟବଲ ଟିମର ଅଧିନାକ ସୁନୀଲ ଛେତ୍ରୀଙ୍କ ସହ ସମୟ ଅତିବାହିତ କରିବା ଏକ ସୌଭାଗ୍ୟ ।

'ସୁନୀଲ ଛେତ୍ରୀଙ୍କ ସହ ଟ୍ରେନିଂ ନେବା ମୋର ସୌଭାଗ୍ୟ'
'ସୁନୀଲ ଛେତ୍ରୀଙ୍କ ସହ ଟ୍ରେନିଂ ନେବା ମୋର ସୌଭାଗ୍ୟ'

ନୂଆଦିଲ୍ଲୀ: ଆଇଏସଏଲ(ISL) କ୍ଲବ ବେଙ୍ଗାଲୁରୁ ଏଫସିର ମିଡଫିଲ୍ଡର ସୁରେଶ ସିଂଙ୍କ ମତରେ ତାଙ୍କର କ୍ଲବ ଟିମ ଓ ଜାତୀୟ ଫୁଟବଲ ଟିମର ଅଧିନାକ ସୁନୀଲ ଛେତ୍ରୀଙ୍କ ସହ ସମୟ ଅତିବାହିତ କରିବା ଏକ ସୌଭାଗ୍ୟ । କାରଣ ଖାଇବା, ଫିଟନେସ ଓ ଅନେକ ବିଷଟରେ ଛେତ୍ରୀ ତାଙ୍କୁ ସହଯୋଗ କରିଛନ୍ତି ।

ସୁରେଶ ଏଆଇଏଫଏଫକୁ କହିଛନ୍ତି ଯେ, ଛେତ୍ରୀ ଭାଇଙ୍କ ସହ ଅତିବାହିତ କରିଥିବା ସମୟ ବହୁମୂଲ୍ୟ । ମୁଁ ନିଜକୁ ଭାଗ୍ୟଶାଳୀ ମାନେ । ତାଙ୍କ ସହ ଡ୍ରେସିଂ ରୁମରେ ରହିବାକୁ ମିଳିଛି ଓ ତାଙ୍କ ସହ ଟ୍ରେନିଙ୍ଗ ନେବାର ମଧ୍ୟ ସୁଯୋଗ ମିଳିଛି । ବ୍ୟକ୍ତିଗତ ଭାବେ ସେ ମୋ ସହ କଥା ହୁଅନ୍ତି । ମୋତେ ପରାମର୍ଶ ଦେବା ସହ ସାହସ ବଢାଇଥାନ୍ତି ବୋଲି କହିଛନ୍ତି ଛେତ୍ରୀ ।

ସୁରେଶଙ୍କ ବ୍ୟତୀତ ଆଦିଲ, ଅବଦୁଲ, ଅନିରୁଦ୍ଧ, ପ୍ରୀତମ ଓ ଅନ୍ୟାନ ଖେଳାଳି ସବୁବେଳେ ନୀଲ ଛେତ୍ରୀଙ୍କ ସହଯୋଗ ଓ ପରାମର୍ଶ ବିଷୟରେ କହି ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.