କଟକ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସିନିୟର ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ତଥା ସାହାଣୀ କପ ପାଇଁ ଖେଳାଳି ପ୍ରସ୍ତୁତ । ତେବେ ସାହାଣୀ କପ-2021 ଆସନ୍ତା ମାସ 6 ତାରିଖରୁ ଆରମ୍ଭ ହେବ । ଏନେଇ ଗୁରୁବାର ଦିନ ବିଧିବଦ୍ଧ ଭାବରେ ଘୋଷଣା କରିଛି ଓଡିଶା ଫୁଟବଲ ସଂଘ ।
ମୋଟ 33ଟି ଟିମ ଏହି ମେଗା ଫୁଟବଲ ପ୍ରତିଯୋଗିତାରେ ଭାଗ ନେବେ । ଜିଲ୍ଲାର 4 ଟି ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ