ଆନନ୍ଦପୁର: ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଟ । ସ୍ଥାନୀୟ ଘସିପୁରା ବ୍ଳକ ପାତନା ଖେଳପଡ଼ିଆରେ ମହାଦେବ ରାଣୀ କ୍ଳବ ପକ୍ଷରୁ ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଟ ଉଦ୍ଘାଟିତ ହୋଇଛି।
ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଏକାଧିକ ଟିମ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟଅତିଥି ଭାବେ ନାଲୁରାମ୍ ମାରାଣ୍ଡି, ଶ୍ୟାମସୁନ୍ଦର ହେମ୍ବ୍ରମ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଛନ୍ତି ।
କେନ୍ଦୁଝରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ