ETV Bharat / sports

ଜୁନ 17ରୁ ଆରମ୍ଭ ହୋଇପାରେ ଇଂଲିସ ପ୍ରିମିୟର ଲିଗ - କୋରୋନା ଭାଇରସ

ଜୁନ 17ରୁ ଆରମ୍ଭ ହେବ ଇଂଲିସ ପ୍ରିମିୟର ଲିଗ ସିଜିନ । ଏନେଇ କ୍ଳବ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

Premier League set to restart on june 17: Report
ଜୁନ 17ରୁ ଆରମ୍ଭ ହୋଇପାରେ ଇଂଲିସ ପ୍ରିମିୟର ଲିଗ
author img

By

Published : May 29, 2020, 11:48 AM IST

ଲଣ୍ଡନ: ଜୁନ 17ରୁ ଆରମ୍ଭ ହେବ ଇଂଲିସ ପ୍ରିମିୟର ଲିଗ ସିଜିନ । ଏନେଇ କ୍ଳବ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବ୍ରିଟିସ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଷ୍ଟନ ଭିଲ୍ଲା ବନାମ ସେଫିଲ୍ଡ ୟୁନାଇଟେଡ ଓ ଶକ୍ତିଶାଳୀ ମାଞ୍ଚେଷ୍ଟର ସିଟି ଆର୍ସନାଲ ସହ ମୁକାବିଲା ହେବ । ତେବେ ଲିଗର ସଂପୂର୍ଣ୍ଣ ମ୍ୟାଚ ଜୁନ 19-21 ମଧ୍ୟରେ ଖେଳାଯିବା ନେଇ ଯୋଜନ ରହିଛି ।

Premier League set to restart on june 17: Report
ଜୁନ 17ରୁ ଆରମ୍ଭ ହୋଇପାରେ ଇଂଲିସ ପ୍ରିମିୟର ଲିଗ

ୟୁକେ ସରକାରଙ୍କ ପକ୍ଷରୁ ପ୍ରମିୟର ଲିଗ ଖେଳାଳିଙ୍କୁ ଗ୍ରୁପ ଟ୍ରେନିଂ ପାଇଁ ଅନୁମତି ମିଳିସାରିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ମାର୍ଚ୍ଚରୁ ଇଂଲଣ୍ଡରେ ଫୁଟବଲ ବନ୍ଦ ରହିଥିଲା । କ୍ଳବ ପକ୍ଷରୁ ସମସ୍ତ ଖେଳାଳିଙ୍କୁ ପର୍ଯ୍ୟାୟ କ୍ରମେ କୋଭିଡ-19 ଟେଷ୍ଟ କରାଯାଇ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରାଯାଉଛି ।

ତେବେ ଶେଷ ପର୍ଯ୍ୟାୟର ଟେଷ୍ଟ ରିପୋର୍ଟ ଅନୁଯାୟୀ କ୍ଳବର 2ଜଣ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଜଣାପଡିବା ପରେ, ଉଭୟଙ୍କୁ ଆଇସୋଲେସନରେ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.