ETV Bharat / sports

ISL ରେ ଡେବ୍ୟୁ କରିବ ଓଡିଶାର ନିଜର ଟିମ OdishaFC - ନବୀନ ପଟ୍ଟନାୟକ

ଆସନ୍ତା ଇଣ୍ଡିଆନ ସୁପର ଲିଗ(ଫୁଟବଲ)ରେ ଡେବ୍ୟୁ କରିବ ଓଡିଶାର ଫୁଟବଲ ଟିମ OdishaFC । ସେଥିପାଇଁ ଆଜି ଇଣ୍ଡିଆନ ସୁପର ଲିଗ ଫୁଟବଲ କ୍ଳବ ଓ OdishaFC ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@sports_odisha)
author img

By

Published : Aug 31, 2019, 7:26 PM IST

Updated : Aug 31, 2019, 8:49 PM IST

ଭୁବନେଶ୍ବର: ଓଡିଶା କ୍ରୀଡା ଜଗତ ପାଇଁ ଆଉ ଏକ ସଫଳ ଦିନ ଆସିଛି । ଓଡିଶାକୁ କ୍ରୀଡା କ୍ଷେତ୍ରରେ ସର୍ବୋଚ୍ଚ ସ୍ତରକୁ ନେବାପାଇଁ ଆଉ ଏକ ସଫଳ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏବେ ଓଡିଶା କ୍ରୀଡାପ୍ରେମୀ ନିଜ ଟିମକୁ ଉତ୍ସାହିତ କରିବେ । ଓଡିଶାର ହେବ ନିଜର ଫୁଟବଲ ଟିମ । ଯାହାର ନାମ ରହିଛି OdishaFC ।

OdishaFC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@sports_odisha)

ଆସନ୍ତା ଇଣ୍ଡିଆନ ସୁପର ଲିଗ(ଫୁଟବଲ)ରେ ଡେବ୍ୟୁ କରିବ ଓଡିଶାର ଫୁଟବଲ ଟିମ OdishaFC । ସେଥିପାଇଁ ଆଜି ଇଣ୍ଡିଆନ ସୁପର ଲିଗ ଫୁଟବଲ କ୍ଳବ ଓ OdishaFC ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଓଡିଶା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Exclusive one to one with promod Bharat ଓଡ଼ିଶା ର ଗୌରବ ତଥା ପରା ବ୍ୟାଡମିଣ୍ଟ ଖେଳାଳି ପ୍ରମୋଦ ଭଗତ, ଆଜି ଓଡିଶା ପହଞ୍ଚି ଆମ ଇଟିଭି ଟିମ କୁ କରିଥିଲେ ଏକ ସ୍ୱତନ୍ତ୍ର ସାକ୍ଷାତକାର । ଆଉ ଜଣାଇ ଥିଲେ କିଭଳି ଥିଲା ତାଙ୍କର ସଂଘର୍ଷମୟ ଜୀବନ ର କାହାଣୀ। ପ୍ରମେଦ କହି ଥିଲେ କଥା ରେ ଆଛି ଜଣେ ପୁରୁଷ ର ସଫଳତା ପଛରେ ଗୋଟିଏ ନାରୀ ର ହାତ ଥାଏ ବୋଲି କୁହାଯାଏ ହେଲେ ମୋର ସଫଳତା ପଛ ରେ ମୋର ଗ୍ରାମ ବାସୀ ମାନଙ୍କ ଆଶୀର୍ବାଦ ରହିଛି। ଅନ୍ୟ ପଟେ ଗୋଟିଏ ଦିନ ଦୁଇଟି ବଡ଼ ବଡ଼ ଆୱାର୍ଡ ଯଥା ଅର୍ଜୁନ ଆୱାର୍ଡ ଓ ବିଜୁ ପଟ୍ଟନାୟକ ଖେଳ ରତ୍ନ ପୁରସ୍କାର ପାଇ ନିଜକୁ ଧନ୍ୟ ମନେ କରୁଥିବାର କହିଛନ୍ତି। ଆନ୍ୟ ପଟେ ନିଜ ଖେଳ ତାଙ୍କ ପାଇଁ ପ୍ରଥମ ପ୍ରାଧାନ୍ୟ ବୋଲି କହିଛନ୍ତି। କିଭଳି ଆହୁରି ପାରା ଖେଳାଳି ଆମ ରାଜ୍ୟ ରୁ ବାହାରିବେ ତାହା ଉପରେ ମଧ୍ୟ ରାଜ୍ୟ ସରକାର ଙ୍କ ସହ ସେ କଥା ହେବେ ବୋଲି ଇ ଟିଭି ର ସ୍ୱତନ୍ତ୍ର ସାକ୍ଷାତକାର ରେ କହିଛନ୍ତି।

Body:ଓଡ଼ିଶା ର ଗୌରବ ତଥା ପରା ବ୍ୟାଡମିଣ୍ଟ ଖେଳାଳି ପ୍ରମୋଦ ଭଗତ, ଆଜି ଓଡିଶା ପହଞ୍ଚି ଆମ ଇଟିଭି ଟିମ କୁ କରିଥିଲେ ଏକ ସ୍ୱତନ୍ତ୍ର ସାକ୍ଷାତକାର । ଆଉ ଜଣାଇ ଥିଲେ କିଭଳି ଥିଲା ତାଙ୍କର ସଂଘର୍ଷମୟ ଜୀବନ ର କାହାଣୀ। ପ୍ରମେଦ କହି ଥିଲେ କଥା ରେ ଆଛି ଜଣେ ପୁରୁଷ ର ସଫଳତା ପଛରେ ଗୋଟିଏ ନାରୀ ର ହାତ ଥାଏ ବୋଲି କୁହାଯାଏ ହେଲେ ମୋର ସଫଳତା ପଛ ରେ ମୋର ଗ୍ରାମ ବାସୀ ମାନଙ୍କ ଆଶୀର୍ବାଦ ରହିଛି। ଅନ୍ୟ ପଟେ ଗୋଟିଏ ଦିନ ଦୁଇଟି ବଡ଼ ବଡ଼ ଆୱାର୍ଡ ଯଥା ଅର୍ଜୁନ ଆୱାର୍ଡ ଓ ବିଜୁ ପଟ୍ଟନାୟକ ଖେଳ ରତ୍ନ ପୁରସ୍କାର ପାଇ ନିଜକୁ ଧନ୍ୟ ମନେ କରୁଥିବାର କହିଛନ୍ତି। ଆନ୍ୟ ପଟେ ନିଜ ଖେଳ ତାଙ୍କ ପାଇଁ ପ୍ରଥମ ପ୍ରାଧାନ୍ୟ ବୋଲି କହିଛନ୍ତି। କିଭଳି ଆହୁରି ପାରା ଖେଳାଳି ଆମ ରାଜ୍ୟ ରୁ ବାହାରିବେ ତାହା ଉପରେ ମଧ୍ୟ ରାଜ୍ୟ ସରକାର ଙ୍କ ସହ ସେ କଥା ହେବେ ବୋଲି ଇ ଟିଭି ର ସ୍ୱତନ୍ତ୍ର ସାକ୍ଷାତକାର ରେ କହିଛନ୍ତି।

Conclusion:
Last Updated : Aug 31, 2019, 8:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.