ଭୁବନେଶ୍ବର: ଶକ୍ତି ସଂଗ୍ରହରେ ଇଣ୍ଡିଆନ ସୁପର ଲିଗ ଟିମ ଓଡିଶା ଏଫସି । ଗତ କିଛିଦିନ ତଳେ ଜଣେ ଷ୍ଟାର ଷ୍ଟାଇକର ଓ ଦକ୍ଷ ମିଡଫିଲ୍ଡରଙ୍କୁ ଦଳରେ ସାମିଲ କରିଛି କ୍ଳବ । ଅଭିଜ୍ଞ ଷ୍ଟୁଆର୍ଟ ବାକ୍ସଟରଙ୍କୁ ଦଳର ମୁଖ୍ୟ କୋଚ ନିଯୁକ୍ତ କରିଛି କ୍ଳବ । ଆଇଏସଏଲର 7ମ ସଂସ୍କରଣ ପାଇଁ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ଚୁକ୍ତି ହୋଇଥିବା ଜଣାପଡିଛି । ଏନେଇ ଓଡିଶା ଏଫସି ଅଫିସିଆଲ ଟ୍ବିଟର ପେଜରେ ସୂଚନା ଦେଇଛି ।
-
Odisha FC is delighted to announce that Mr. Stuart Baxter has been appointed as the new Head Coach on a two year deal ahead of the seventh edition of the @IndSuperLeague. #OdishaFC #AmaTeamAmaGame pic.twitter.com/B0fbaOAVYx
— Odisha FC (@OdishaFC) June 19, 2020 " class="align-text-top noRightClick twitterSection" data="
">Odisha FC is delighted to announce that Mr. Stuart Baxter has been appointed as the new Head Coach on a two year deal ahead of the seventh edition of the @IndSuperLeague. #OdishaFC #AmaTeamAmaGame pic.twitter.com/B0fbaOAVYx
— Odisha FC (@OdishaFC) June 19, 2020Odisha FC is delighted to announce that Mr. Stuart Baxter has been appointed as the new Head Coach on a two year deal ahead of the seventh edition of the @IndSuperLeague. #OdishaFC #AmaTeamAmaGame pic.twitter.com/B0fbaOAVYx
— Odisha FC (@OdishaFC) June 19, 2020
-
At Club level, he has managed some well-known teams like Kaizer Chiefs, Vissel Kobe, SuperSport United, & Sanfrecce Hiroshima among others. Baxter has won the Premier Soccer League title with Kaizer Chiefs twice & J1 League (1st stage) title once with Sanfrecce Hiroshima. pic.twitter.com/IuvPJxqO0y
— Odisha FC (@OdishaFC) June 19, 2020 " class="align-text-top noRightClick twitterSection" data="
">At Club level, he has managed some well-known teams like Kaizer Chiefs, Vissel Kobe, SuperSport United, & Sanfrecce Hiroshima among others. Baxter has won the Premier Soccer League title with Kaizer Chiefs twice & J1 League (1st stage) title once with Sanfrecce Hiroshima. pic.twitter.com/IuvPJxqO0y
— Odisha FC (@OdishaFC) June 19, 2020At Club level, he has managed some well-known teams like Kaizer Chiefs, Vissel Kobe, SuperSport United, & Sanfrecce Hiroshima among others. Baxter has won the Premier Soccer League title with Kaizer Chiefs twice & J1 League (1st stage) title once with Sanfrecce Hiroshima. pic.twitter.com/IuvPJxqO0y
— Odisha FC (@OdishaFC) June 19, 2020
ୟୁକେର ବାସିନ୍ଦା ବାକ୍ସଟରଙ୍କର 25ବର୍ଷରୁ ଅଧିକ କୋଚିଂ ଅଭିଜ୍ଞତା ରହିଛି । ପୂର୍ବରୁ ବାକ୍ସଟର ଦକ୍ଷିଣ ଆଫ୍ରିକା ନ୍ୟାସନାଲ ଫୁଟବଲ ଟିମର କୋଚ ମଧ୍ୟ ରହିଛନ୍ତି । ଏଥିସସହିତ 19 ବର୍ଷରୁ କମ ଇଂଲଣ୍ଡ ଟିମର ମଧ୍ୟ ସଫଳ ମୁଖ୍ୟ କୋଚ ରହିଛନ୍ତି ।
66 ବର୍ଷିୟ ବାକ୍ସଚର ଫିନଲାଣ୍ଡ ସିନିୟର ଟିମର ମଧ୍ୟ କୋଚ ରହିଛନ୍ତି । ଏଥିସହିତ ସ୍ବିଡେନ, ନରୱେ, ପର୍ତ୍ତୁଗାଲ, ଜାପାନ ଓ ଦକ୍ଷିଣ ଆଫ୍ରିକା ଭଳି ଅନେକ ଦେଶର ଫୁଟବଲ ଟିମରେ କାର୍ଯ୍ୟ କରିଛନ୍ତି । ଅଭିଜ୍ଞ ନୂଆ କୋଚଙ୍କ ନିଯୁକ୍ତି, ଦଳର ପ୍ରଦର୍ଶନରେ ସକରାତ୍ମକ ପ୍ରଭାବ ପକାଇବା ନେଇ ଆଶାବାଦୀ ଅଛନ୍ତି, ଓଡିଶା ଏଫସିର ସିଇଓ ଅନିଲ ଶର୍ମା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ