ETV Bharat / sports

ଦେଶରେ ଆରମ୍ଭ ହେଲା ISL, ନୀତା ଅମ୍ବାନୀ ଜାହିର କଲେ ଖୁସି - ଫୁଟବଲ ସ୍ପୋର୍ଟସ ଡେଭଲପମେଣ୍ଟ ଲିମିଟେଡ

ଆଇଏସଏଲର ଆୟୋଜକ ଫୁଟବଲ ସ୍ପୋର୍ଟସ ଡେଭଲପମେଣ୍ଟ ଲିମିଟେଡ(ଏଫଏସଡିଏଲ)ର ଚ୍ୟାୟାରପର୍ସନ ନୀତା ଅମ୍ବାନୀ ଦେଶରେ ଫୁଟବଲ ଲିଗର ଆରମ୍ଭକୁ ନେଇ ଖୁସି ଜାହିର କରିଛନ୍ତି । ବିନା ଦର୍ଶକ ଓ କୋରୋନା କଟକଣା ମଧ୍ୟରେ ଆଇଏସଏଲ 2020-21ର ଆରମ୍ଭ ହୋଇଛି ।

ଦେଶରେ ଆରମ୍ଭ ହେଲା ISL, ନୀତା ଅମ୍ବାନୀ ଜାହିର କଲେ ଖୁସି

author img

By

Published : Nov 21, 2020, 2:31 PM IST

ମୁମ୍ବାଇ: ବିନା ଦର୍ଶକ ଓ କୋରୋନା କଟକଣା ମଧ୍ୟରେ ଆଇଏସଏଲର 7ମ ସଂସ୍କରଣର ଆରମ୍ଭ ହୋଇ ଯାଇଛି । ତେବେ ମହାମାରୀ ସଙ୍କଟ ସମୟରେ ଦେଶରେ ଏହା ପ୍ରଥମ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ତେବେ ଆଇଏସଏଲର ଆୟୋଜକ ଫୁଟବଲ ସ୍ପୋର୍ଟସ ଡେଭଲପମେଣ୍ଟ ଲିମିଟେଡ(ଏଫଏସଡିଏଲ)ର ଚ୍ୟାୟାରପର୍ସନ ନୀତା ଅମ୍ବାନୀ ଦେଶରେ ଫୁଟବଲ ଲିଗର ଆରମ୍ଭକୁ ନେଇ ଖୁସି ଜାହିର କରିଛନ୍ତି ।

ଗତକାଲି(ଶୁକ୍ରବାର) ଉଦ୍‌ଘାଟନୀ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ 0-1ରେ ପରାସ୍ତ କରିଛି ଏଟିକେ ।

ତେବେ ନୀତା ଅମ୍ବାନୀ କହିଛନ୍ତି ଯେ, ପୁଣି ଆପଣମାନଙ୍କ ଘରେ ଲିଗ୍‌ର ପ୍ରତ୍ୟାବର୍ତ୍ତନ ହେଉଥିବାରୁ ମୁଁ ବହୁତ ଖୁସି । ଏହାର ପ୍ରସାରଣ ଭାରତ ବାହାରେ ପ୍ରାୟ 80ଟି ଦେଶର କରାଯାଉଛି । ମୋର ଆଶା ଅଛି ଆଗାମୀ 4ମାସ ଏହି ଆଇଏସଏଲ ଆମକୁ ଖୁସି, ରୋମାଞ୍ଚ ଓ ସକାରତ୍ମକ ଚିନ୍ତାଧାରା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.