ETV Bharat / sports

ISL-7: ରାୟ କ୍ରିଷ୍ଣାଙ୍କ ଗୋଲ୍‌ରେ ଶୀର୍ଷରେ ପହଞ୍ଚିଲା ଏଟିକେ

author img

By

Published : Feb 15, 2021, 10:26 AM IST

ଆଇସିଏଲର ସନଡେ ଡବଲହେଡର ମ୍ୟାଚର 2ୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଏଟିକେ ଓ ଜାମସେଦପୁର । ଏଟିକେ ଦଳ ଜାମସେଦପୁରକୁ 1-0ରେ ମାତ୍‌ ଦେଇଛି ।

ISL-7: ରାୟ କ୍ରିଷ୍ଣାଙ୍କ ଗୋଲ୍‌ରେ ଶୀର୍ଷରେ ପହଞ୍ଚିଲା ଏଟିକେ
ISL-7: ରାୟ କ୍ରିଷ୍ଣାଙ୍କ ଗୋଲ୍‌ରେ ଶୀର୍ଷରେ ପହଞ୍ଚିଲା ଏଟିକେ

ପାଣାଜି: ଆଇସିଏଲର ସନଡେ ଡବଲହେଡର ମ୍ୟାଚର 2ୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଏଟିକେ ଓ ଜାମସେଦପୁର । ଏହି କଡା ମୁକାବିଲାରେ ଏଟିକେ ମୋହନବାଗାନ ଦଳ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନ ହାସଲ କରିଛି । ଏଟିକେ ଦଳ ଜାମସେଦପୁରକୁ 1-0ରେ ମାତ୍‌ ଦେଇଛି ।

ଦଳ 17ଟି ମ୍ୟାଚରୁ 11ଟିରେ ବିଜୟ ହାସଲ କରି 36ପଏଣ୍ଟ ସହ ଶୀର୍ଷରେ ରହିଛି ଏଟିକେ ।

ଗତକାଲି କଡାମୁକାବିଲା ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଗୋଲ୍‌ପୋଷ୍ଟରେ କୌଣସି ବି ଗୋଲ୍‌ ହୋଇ ନଥିଲା । ମ୍ୟାଚରେ 85ମିନିଟ୍‌ରେ ଏଟିକେ ପକ୍ଷରୁ ରାୟ କ୍ରିଷ୍ଣା ଜାମସେଦପୁରକୁ ଗୋଲ୍‌ ଦେଇ ଦଳକୁ ବିଜୟର ସ୍ବାଦ ଚଖାଇଥିଲେ ।

ଚଳିତ ସିଜନରେ ଜାମସେଦପୁରର ଏହା ସପ୍ତମ ପରାଜୟ । ଦଳ 18ଟିରୁ 5ଟିରେ ବିଜୟ ହାସଲ କରି 21ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.