ETV Bharat / sports

କେନ୍ଦୁଝରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ - Football tournament conclude

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପାତନା ଖେଳପଡ଼ିଆଠାରେ ମହାଦେବ ରାଣୀ କ୍ଳବ ପକ୍ଷରୁ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଅଧିକ ପଢନ୍ତୁ...

Keonjhar State level Football tournament conclude
କେନ୍ଦୁଝରରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
author img

By

Published : Feb 11, 2021, 7:46 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ପାତନା ଖେଳପଡ଼ିଆଠାରେ ମହାଦେବ ରାଣୀ କ୍ଳବ ପକ୍ଷରୁ ୩ୟ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଏକାଧିକ ଟିମ ଅଂଶ ଗ୍ରହଣ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୪ଦିନ ଧରି ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୋଟ ୪୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ଫାଇନାଲ ମ୍ୟାଚ ଧୂଳିଆପଶି ଏବଂ ରୟାଲବେଙ୍ଗଲ ଟାଇଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୟାଲବେଙ୍ଗଲ ୨-୦ ରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଘସିପୁରା ବ୍ଲକ ଚେୟାରମ୍ୟାନ ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ଓକିଲ ସଂଘର ସଭାପତି ସଞ୍ଜୟ ମିଶ୍ର ଯୋଗଦେଇ ବିଜୟୀ ଏବଂ ରନର୍ସଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

ଆନନ୍ଦପୁରରୁ ସ୍ମୃରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.