ପାଣାଜି: ଚଳିତ ଇଣ୍ଡିଆନ ସୁପର ଲିଗ୍ରେ ଆଜି ଖେଳାଯିବ 2ଟି ମ୍ୟାଚ । ତେବେ ପ୍ରଥମ ମ୍ୟାଚରେ ସନ୍ଧ୍ୟା 5ଟାରେ ଓଡିଶା ଏଫ୍ସି - ମୁମ୍ବାଇ ସିଟି ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ ଓଡିଶା ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ବର୍ତ୍ତମାନ ସୁଦ୍ଧା ଦଳ ମାତ୍ର ଗୋଟିଏ ମ୍ୟାଚରେ ଡ୍ର ଖେଳି 1 ପଏଣ୍ଟ ସହ ପଏଣ୍ଟ ଟେବୁଲର 10ମ ସ୍ଥାନରେ ରହିଛି ।
-
Matchday mode 🔛 Let's go! ⚪🟢#OdishaFC #AmaTeamAmaGame #HeroISL pic.twitter.com/FPVJEq7TYE
— Odisha FC (@OdishaFC) December 6, 2020 " class="align-text-top noRightClick twitterSection" data="
">Matchday mode 🔛 Let's go! ⚪🟢#OdishaFC #AmaTeamAmaGame #HeroISL pic.twitter.com/FPVJEq7TYE
— Odisha FC (@OdishaFC) December 6, 2020Matchday mode 🔛 Let's go! ⚪🟢#OdishaFC #AmaTeamAmaGame #HeroISL pic.twitter.com/FPVJEq7TYE
— Odisha FC (@OdishaFC) December 6, 2020
3ଟି ମ୍ୟାଚରୁ 2ଟିରେ ପରାଜିତ ହୋଇଛି ଓଡିଶା ଦଳ । ତେବେ ପଏଣ୍ଟ ତାଲିକାରେ ଆଗକୁ ବଢିବା ପାଇଁ ଓଡିଶା ଏଫ୍ସିକୁ ବିଜୟ ହାସଲ କରିବାକୁ ପଡିବ ।
-
Statement of Intent from The Gaffer ahead of our game against Mumbai City FC. 🗣#OdishaFC #AmaTeamAmaGame #HeroISL pic.twitter.com/mCuZdI8J01
— Odisha FC (@OdishaFC) December 6, 2020 " class="align-text-top noRightClick twitterSection" data="
">Statement of Intent from The Gaffer ahead of our game against Mumbai City FC. 🗣#OdishaFC #AmaTeamAmaGame #HeroISL pic.twitter.com/mCuZdI8J01
— Odisha FC (@OdishaFC) December 6, 2020Statement of Intent from The Gaffer ahead of our game against Mumbai City FC. 🗣#OdishaFC #AmaTeamAmaGame #HeroISL pic.twitter.com/mCuZdI8J01
— Odisha FC (@OdishaFC) December 6, 2020
ଏପଟେ ମୁମ୍ବାଇ ସିଟି ଏଫ୍ସି 3ଟି ମ୍ୟାଚରୁ 2ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର 3ୟ ସ୍ଥାନରେ ରହିଛି ।
ପୂର୍ବ ମ୍ୟାଟ ଗୁଡିକରେ ଓଡିଶା ଏଫ୍ସିର ପାସ୍ ବିନିମୟରେ ତ୍ରୁଟି ହୋଇଥିଲା । ଯାହା ଆଜିର ମ୍ୟାଚରେ ସୁଧାରିବାକୁ ପଡିବ ।