ETV Bharat / sports

ISL-7: ଚେନ୍ନାଇଆନ ବନାମ ଏଫ୍‌ସି ଗୋଆ

author img

By

Published : Feb 13, 2021, 3:04 PM IST

ଆଇଏସଏଲ-7ର 92ତମ ମ୍ୟାଚ ଆଜି ଜିଏମସି ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା 7ଟା30ରେ ଏଫ୍‌ସି ଗୋଆକୁ ଭେଟିବ ଚେନ୍ନାଇଆନ ଏଫ୍‌ସି ।

ISL-7: ଚେନ୍ନାଇଆନ ବନାମ ଏଫ୍‌ସି ଗୋଆ
ISL-7: ଚେନ୍ନାଇଆନ ବନାମ ଏଫ୍‌ସି ଗୋଆ

ପାଣାଜି: ଆଇଏସଏଲ-7ର 92ତମ ମ୍ୟାଚ ଆଜି ଜିଏମସି ଷ୍ଟାଡିୟମରେ ଖେଳାଯିବ । ସନ୍ଧ୍ୟା 7ଟା30ରେ ଏଫ୍‌ସି ଗୋଆକୁ ଭେଟିବ ଚେନ୍ନାଇଆନ ଏଫ୍‌ସି ।

ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ଏଫ୍‌ସି ଗୋଆ ରହିଥିବାବେଳେ ଚେନ୍ନାଇ ଦଳ 8ମ ସ୍ଥାନରେ ରହିଛି ।

16ଟି ମ୍ୟାଚରୁ ଗୋଆ 5ଟିରେ ବିଜୟ ହାସଲ କରି 23 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି । ଚେନ୍ନାଇଆନ ଏଫ୍‌ସି 17ଟି ମ୍ୟାଚରୁ 3ଟିରେ ବିଜୟ ହାସଲ କରି 17ପଏଣ୍ଟ ସହ 8ମ ସ୍ଥାନରେ ଦଳ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.