ପାଣାଜି: ମଙ୍ଗଳବାର ଗୋଆର ଫାଟ୍ରୋଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଏଫ୍ସି ଓ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି । ଉଭୟଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ମୁକାବିଲା । ଉଭୟ ଦଳ ଚାହିଁବେ ବିଜୟଧାରା ଜାରି ରହୁ ।
-
It's the Highlanders who make their way to the Fatorda tonight as the Blues ready themselves for a fourth clash in the 2020-21 Indian Super League. Come on, BFC! #WeAreBFC #BFCNEU pic.twitter.com/qYMUfMIIAb
— Bengaluru FC (@bengalurufc) December 8, 2020 " class="align-text-top noRightClick twitterSection" data="
">It's the Highlanders who make their way to the Fatorda tonight as the Blues ready themselves for a fourth clash in the 2020-21 Indian Super League. Come on, BFC! #WeAreBFC #BFCNEU pic.twitter.com/qYMUfMIIAb
— Bengaluru FC (@bengalurufc) December 8, 2020It's the Highlanders who make their way to the Fatorda tonight as the Blues ready themselves for a fourth clash in the 2020-21 Indian Super League. Come on, BFC! #WeAreBFC #BFCNEU pic.twitter.com/qYMUfMIIAb
— Bengaluru FC (@bengalurufc) December 8, 2020
ପଏଣ୍ଟ ଟେବୁଲକୁ ଦେଖିବାକୁ ଗଲେ ନର୍ଥଇଷ୍ଟ ୟୁନାଇଟେଡ୍ 4ଟି ମ୍ୟାଚରୁ 2ଟିରେ ବିଜୟ ଓ 2ଟି ଡ୍ର ଖେଳି 8ପଏଣ୍ଟ ସହ 3ୟ ସ୍ଥାନରେ ଅଛନ୍ତି । ସେହିପରି ବେଙ୍ଗାଲୁରୁ ଏଫ୍ସି ଏଯାଏଁ 3ଟି ମ୍ୟାଚ ଖେଳିଛି ଓ ସେଥି ମଧ୍ୟରୁ ଗୋଟିଏରେ ବିଜୟ ହାସଲ କରିଛି ଓ 2ଟିରେ ଡ୍ର ଖେଳିଛି । ଫଳରେ 5ପଏଣ୍ଟ ସହ ଦଳ 5ମ ସ୍ଥାନରେ ରହିଛି ।
ବେଙ୍ଗାଲୁରୁର ଡିଫେସିଂ ଓ ନର୍ଥଇଷ୍ଟର ଆଟାକିଙ୍ଗ ମୁଡ ଆଜି ଦର୍ଶକ ବେଶ୍ ଉପଭୋଗ କରିବେ । ବେଙ୍ଗାଲୁରୁର କୋଚ ଟିମର କ୍ଷମତା ଉପରେ ଭରସା ରହିଛି ବୋଲି କହିଛନ୍ତି । ଅନ୍ୟପଟେ ନର୍ଥଇଷ୍ଟର କୋଚ ଚିନ୍ତାରେ ରହିଛନ୍ତି । କାରଣ ଶକ୍ତିଶାଳୀ ବେଙ୍ଗାଲୁରୁ ବିପକ୍ଷରେ ଖେଳିବା ପାଇଁ ଦଳକୁ ଅଧିକ ସମୟ ଅଭ୍ୟାସ ମିଳିନାହିଁ ।