ପାଣାଜି: ଗୋଆରେ ଆଇଏସଏଲର 7ମ ସଂସ୍କରଣ କୋରୋନା କଟକଣା ମଧ୍ୟରେ ଚାଲିଛି । ତେବେ ଆଜି ଗୋଆର ଫାଟ୍ରୋଡା ଠାରେ ବେଙ୍ଗାଲୁରୁ ଏଫ୍ସିକୁ ଭେଟିବ ହାଇଦ୍ରାବାଦ ଏଫ୍ସି । ଚଳିତ ସିଜନରେ ଉଭୟ 2ୟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।
-
Not long now! Less than four hours to kick-off in the Blues' first home fixture of the campaign, and here's how they've been preparing for the Hyderabad FC challenge. #BFCHFC #WeAreBFC pic.twitter.com/Z5c6NeSQAL
— Bengaluru FC (@bengalurufc) November 28, 2020 " class="align-text-top noRightClick twitterSection" data="
">Not long now! Less than four hours to kick-off in the Blues' first home fixture of the campaign, and here's how they've been preparing for the Hyderabad FC challenge. #BFCHFC #WeAreBFC pic.twitter.com/Z5c6NeSQAL
— Bengaluru FC (@bengalurufc) November 28, 2020Not long now! Less than four hours to kick-off in the Blues' first home fixture of the campaign, and here's how they've been preparing for the Hyderabad FC challenge. #BFCHFC #WeAreBFC pic.twitter.com/Z5c6NeSQAL
— Bengaluru FC (@bengalurufc) November 28, 2020
ହାଇଦ୍ରାବାଦ ସିଜନର ପ୍ରଥମ ମ୍ୟାଚ ଓଡିଶା ବିପକ୍ଷରେ ଖେଳି ବିଜୟ ଲାଭ କରିଥିବାବେଳେ ବେଙ୍ଗାଲୁରୁ ପ୍ରଥମ ମ୍ୟାଚରେ ଗୋଆ ବିପକ୍ଷରେ ଡ୍ର ଖେଳିଥିଲା । ଫଳରେ ପଏଣ୍ଟ ଟେବୁଲରେ 3ପଏଣ୍ଟ ସହ 4ର୍ଥ ସ୍ଥାନରେ ହାଇଦ୍ରାବାଦ ରହିଛି ଓ ବେଙ୍ଗାଲୁରୁ 1ପଏଣ୍ଟ ସହ 6ଷ୍ଠ ସ୍ଥାନରେ ରହିଛି ।
-
🤩 What better way to spend your Saturday night?
— Hyderabad FC (@HydFCOfficial) November 28, 2020 " class="align-text-top noRightClick twitterSection" data="
The boys are back in action as we take on Bengaluru FC in Round 2⃣ of the @IndSuperLeague today.#BFCHFC #LetsFootball #HarKadamNayaDum #HydKeHainHum #HyderabadFC 💛🖤 pic.twitter.com/94clQ1Cb9o
">🤩 What better way to spend your Saturday night?
— Hyderabad FC (@HydFCOfficial) November 28, 2020
The boys are back in action as we take on Bengaluru FC in Round 2⃣ of the @IndSuperLeague today.#BFCHFC #LetsFootball #HarKadamNayaDum #HydKeHainHum #HyderabadFC 💛🖤 pic.twitter.com/94clQ1Cb9o🤩 What better way to spend your Saturday night?
— Hyderabad FC (@HydFCOfficial) November 28, 2020
The boys are back in action as we take on Bengaluru FC in Round 2⃣ of the @IndSuperLeague today.#BFCHFC #LetsFootball #HarKadamNayaDum #HydKeHainHum #HyderabadFC 💛🖤 pic.twitter.com/94clQ1Cb9o
ତେବେ ବେଙ୍ଗାଲୁରୁ ଏଫସି କୋଚ କାର୍ଲସ୍ କୁଆଡ୍ରଟ୍ କହିଛନ୍ତି ଯେ, ଦଳକୁ 6 ଦିନର ସମୟ ମିଳିଥିଲା । ଏହାର ସୁଯୋଗ ନେଇ ଟିମ କଠିନ ଅଭ୍ୟାସ କରିଛି ।
ବେଙ୍ଗାଲୁରୁର ହାଇଦ୍ରାବାଦ ବିପକ୍ଷ ଗତ 2ମ୍ୟାଚକୁ ଦେଖିଲେ ବେଙ୍ଗାଲୁରୁର ରେକର୍ଡ କିଛି ଖାସ୍ ରହି ନାହିଁ । 2ଟି ମ୍ୟାଚରେ କେବଳ 2ଟି ଗୋଲ୍ କରିଥିଲା ଦଳ ।