ପାଣାଜି: ଆଇଏସଏଲର ଚଳିତ ସଂସ୍କରଣରେ ଓଡିଶା ଏଫ୍ସିର ପିଛା ଛାଡୁନି ପରାଜୟ । ଗତକାଲି(ଶନିବାର) ଏଟିକେ ମୋହନବାଗାନ ନିକଟରୁ 4-1ଗୋଲ୍ରେ ପରାସ୍ତ ହୋଇଛି । ଓଡିଶା ଏଯା ଏଁ 15ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟ ଲାଭ କରିଥିବାବେଳେ 9ଟିରେ ପରାସ୍ତ ହୋଇଛି ଓ 5ଟି ଡ୍ର ଖେଳିଛି । ଫଳରେ 8ପଏଣ୍ଟ ସହ ପଏଣ୍ଟ ଟେବୁଲର ନିମ୍ନରେ ରହିଛି ଓଡିଶା ।
-
Magnificent Manvir owned tonight's clash 👏#OFCATKMB #HeroISL #LetsFootball pic.twitter.com/hGRYezkQg4
— Indian Super League (@IndSuperLeague) February 6, 2021 " class="align-text-top noRightClick twitterSection" data="
">Magnificent Manvir owned tonight's clash 👏#OFCATKMB #HeroISL #LetsFootball pic.twitter.com/hGRYezkQg4
— Indian Super League (@IndSuperLeague) February 6, 2021Magnificent Manvir owned tonight's clash 👏#OFCATKMB #HeroISL #LetsFootball pic.twitter.com/hGRYezkQg4
— Indian Super League (@IndSuperLeague) February 6, 2021
ଶନିବାର ଜିଏମ୍ସି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଏଟିକେ ପକ୍ଷରୁ ମ୍ୟାଚର 11ମିନିଟ୍ରେ ହିଁ ମାନବୀର ସିଂ ଓଡିଶାକୁ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ କୋଲ୍ ଆଲେକଜାଣ୍ଡର ମ୍ୟାଚର 45ମିନିଟ୍ରେ ହିଁ ଏଟିକେକୁ ଗୋଲ୍ ଦେଇ ସ୍କୋରକୁ ବରାବରକୁ ଆଣିଥିଲେ । କିନ୍ତୁ ମ୍ୟାଚର ଦ୍ବିତୀୟାର୍ଦ୍ଧରେ ଏଟିକେ ଦଳ ଓଡିଶା ଗୋଲ୍ପୋଷ୍ଟରେ ଗୋଲ୍ର ବର୍ଷା କରିଥିଲା ।
-
💔#OdishaFC #AmaTeamAmaGame #HeroISL pic.twitter.com/VmlAOUh0oU
— Odisha FC (@OdishaFC) February 6, 2021 " class="align-text-top noRightClick twitterSection" data="
">💔#OdishaFC #AmaTeamAmaGame #HeroISL pic.twitter.com/VmlAOUh0oU
— Odisha FC (@OdishaFC) February 6, 2021💔#OdishaFC #AmaTeamAmaGame #HeroISL pic.twitter.com/VmlAOUh0oU
— Odisha FC (@OdishaFC) February 6, 2021
ମ୍ୟାଚର 54ମିନିଟ୍, 83ମିନିଟ୍ ଓ 86ମିନିଟ୍ରେ ଓଡିଶାକୁ ଗୋଲ୍ ଦେଇ ଏଟିକେ 4-1ରେ ବିଜୟ ହାସଲ କରିଛି । ଏଟିକେର 9ମ ବିଜୟ ଥିବାବେଳେ 30ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି ।