ETV Bharat / sports

ISL-6: ଘରୋଇ ଗ୍ରାଉଣ୍ଡରେ ଓଡିଶା ଏଫ୍‌ସିର ବାଜିମାତ୍‌

author img

By

Published : Feb 14, 2020, 9:30 PM IST

Updated : Feb 14, 2020, 11:10 PM IST

isl-6
isl-6

22:52 February 14

ସେମି ରାସ୍ତା ଉଜ୍ଜୀବିତ

IndSuperLeague
ଫଟୋ ସୌଜନ୍ୟ: @IndSuperLeague

ଭୁବନେଶ୍ବର: ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫ୍‌ସିର ବାଜିମାତ୍‌ । ଶୁକ୍ରବାର ମ୍ୟାଚରେ ବିପକ୍ଷ ଦଳ ନର୍ଥଇଷ୍ଟ ୟୁନାଇଟେଡକୁ 2-1ଗୋଲ୍‌ରେ ପରାସ୍ତ କରିଛି ଘରୋଇ ଦଳ । ଫଳରେ ଓଡିଶା ଏଫ୍‌ସିର ସେମିଫାଇନଲର ଆଶା ଉଜ୍ଜୀବିତ ରହିଛି ।    

22:51 February 14

IndSuperLeague
ଫଟୋ ସୌଜନ୍ୟ: @IndSuperLeague

ଓଡିଶା ଏଫ୍‌ସି-ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା । ମ୍ୟାଚର 24ମିନିଟ୍‌ରେ ଭ୍ରମଣକାରୀ ଦଳ ନର୍ଥଇଷ୍ଟର ଖେଳାଳି ଛାଭେସ ଓଡିଶାକୁ  ପ୍ରଥମ ଗୋଲ୍‌ ଦେଇଥିଲା । ଏହାପରେ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଓଡିଶା 0-1ଗୋଲ୍‌ରେ ପଛରେ ରହିଥିଲା ।  

22:50 February 14

IndSuperLeague
ଫଟୋ ସୌଜନ୍ୟ: @IndSuperLeague

ଠିକ୍‌ ମ୍ୟାଚର ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବା କ୍ଷଣି 47ମିନିଟ୍‌ରେ ଓଡିଶା ଏଫ୍‌ସି ଦଳର ମାନୁଏଲ ଓନୟୁ ବିପକ୍ଷ ଗୋଲପୋଷ୍ଟରେ ଗୋଲ୍‌ କରି ମ୍ୟାଚକୁ ବରାବରକୁ ଆଣିଥିଲେ । ଏହାପରେ ଓଢିଶାକୁ ଆଉ ଏକ ଗୋଲ୍‌ ଆବଶ୍ୟକ ଥିଲା ସେମିଫାଇନାଲର ଆଶା ଉଜ୍ଜିବୀତ ରଖିବା ପାଇଁ । ଏହି ସମୟରେ ମାର୍ଟିନ  ମ୍ୟାଚର 72ମିନିଟ୍‌ରେ ଆଉ ଏକ ଗୋଲ୍‌ କରି ଓଡିଶାକୁ 2-1ରେ ଆଗୁଆ କରିଥିଲେ । ତେବେ ଖେଳ ଶେଷକୁ 2-1ଗୋଲ୍‌ରେ ନର୍ଥଇଷ୍ଟକୁ  ମାତ୍‌ ଦେଇଛନ୍ତି ଓଡିଶା ଦଳ । 

22:49 February 14

sports_odisha
ଫଟୋ ସୌଜନ୍ୟ:@sports_odisha

ଏହି ବିଜୟ ପରେ ଓଡିଶା 24ପଏଣ୍ଟ ସହ 5ମ ସ୍ଥାନକୁ ଉଠିଛି ।  

21:27 February 14

ସେମି ରାସ୍ତା ଉଜ୍ଜୀବିତ

କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକ ବେଶ୍‌ ଉତ୍ସାହିତ ଥିଲେ । ଏଥିସହ ଘରୋଇ ଦଳକୁ ସମର୍ଥନ କରିବାକୁ ଓଡିଶାର ଷ୍ଟାର ମହିଳା ଖେଳାଳିମାନେ( ପୂର୍ଣ୍ଣିମା ହେମ୍ବ୍ରମ୍‌, ଶ୍ରଦ୍ଧାଞ୍ଜଳୀ ସାମନ୍ତରାୟ ଓ ଜୌନା ମୁର୍ମୁ) ଷ୍ଟାଡିୟମରେ  ଉପସ୍ଥିତ ଥିଲେ ଓ ତାଙ୍କ ସହ ରହିଥିଲେ ଓଲିଉଡ ଅଭିନେତା ସବ୍ୟସାଚୀ । 

Last Updated : Feb 14, 2020, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.