ETV Bharat / sports

ISL-6: ନଭେମ୍ବର ମାସର ସର୍ବଶ୍ରେଷ୍ଠ ଖେଳାଳି ଏଟିକେ ଦଳର ରୟ କ୍ରିଷ୍ଣା

author img

By

Published : Dec 8, 2019, 11:47 PM IST

ଆଇଏସଏଲ-6ର ନଭେମ୍ବର ମାସ ପାଇଁ ସର୍ବଶ୍ରେଷ୍ଠ ଖେଳାଳି ଭାବେ ଏଟିକେର ରୟ କ୍ରିଷ୍ଣାଙ୍କୁ ମନୋନୀତ କରାଯାଇଛି । ଏଟିକେ ନଭେମ୍ବର ମାସରେ କୌଣସି ମ୍ୟାଚ ହାରି ନାହିଁ ।

isl 6
isl 6

ହାଇଦ୍ରାବାଦ: ଚଳିତ ସିଜନ ଆଇଏସଏଲରେ ଫିଜିର ଅନ୍ତରାଷ୍ଟ୍ରୀୟ ଫୁଟବଲର ରୟ କ୍ରିଷ୍ଣା ନିଜର ଟିମ ଏଟିକେ ପାଇଁ ସାନଦାର ପ୍ରଦର୍ଶନ କରିଛନ୍ତି । ଏନେଇ ତାଙ୍କୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳିର ପୁରସ୍କାର ମିଳିଛି ।

ରୟ 3ଟି ମ୍ୟାଚରେ 3ଟିଗୋଲ୍‌ କରିବା ସହ ବିପକ୍ଷ ଦଳକୁ ଗୋଲ୍‌ ଦେବାରେ ସାହାଯ୍ୟ କରିଥିଲେ । ଫଳରେ ଏଟିକେ ନଭେମ୍ବର ମାସରେ କୌଣସି ମ୍ୟାଚ ହାରି ନାହିଁ । ସୂଚନାଥାଉକି ଏଟିକେର ଡେଭିଡ ୱିଲିୟମସଙ୍କୁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳିର ପୁରସ୍କାର ପାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.