ETV Bharat / sports

ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର ପରାଜୟ - ଓମାନ ବିପକ୍ଷରେ ଭାରତର ପରାଜୟ

ଫିଫା ବିଶ୍ବ କପ-2022 କ୍ବାଲିଫାୟାର ମ୍ୟାଚରେ ଭାରତକୁ ଓମାନ 1-0ଗୋଲ୍‌ରେ ପରାସ୍ତ କରିଛି ।

ଫିଫା ବିଶ୍ବକପ କ୍ବାଲିଫାୟାର: ଓମାନ ବିପକ୍ଷରେ ଭାରତର ପରାଜୟ
author img

By

Published : Nov 20, 2019, 5:27 AM IST

ମାସ୍କଟ: ଫିଫା ବିଶ୍ବ କପ-2022 କ୍ବାଲିଫାୟାର ପାଇଁ ଆଜି ସୁନୀଲ ଛେତ୍ରୀଙ୍କ ନେତୃତ୍ବରେ ଭାରତୀୟ ଦଳ ଓମାନ ବିପକ୍ଷରେ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ ଓମାନ ଠାରୁ ପରାଜିତ ହୋଇଛି ଭାରତ । ଫଳରେ ବିଶ୍ବ କପ-2022 କ୍ବାଲିଫାୟାରର ସ୍ବପ୍ନ ପ୍ରାୟତଃ ଭାଙ୍ଗି ଯାଇଛି ।

ଭାରତକୁ ଓମାନ 1-0ଗୋଲ୍‌ରେ ପରାସ୍ତ କରିଛି । ମ୍ୟାଚର 33ମିନିଟ୍‌ରେ ଓମାନ ପକ୍ଷରୁ ଭାରତକୁ ଗୋଲ୍‌ ଦେଇ ସ୍କୋରକୁ 1-0କୁ ଆଣିଥିଲେ । ଭାରତ ଓମାନକୁ ଟକ୍କର ଦେଇଥିଲା ସତ କିନ୍ତୁ ଅନ୍ତିମ ଯୋଗ୍ୟତା ମ୍ୟାଚରେ ପରାଜୟ ହୋଇଯାଇଛି ଭାରତ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.