ETV Bharat / sports

କୋରୋନା ମୁକାବିଲା: ସହଯୋଗ ହାତ ବଢାଇଲା ଭାରତୀୟ ଫୁଟବଲ ଦଳ - Indian football team

କୋରୋନା ମୁକାବିଲା ପାଇଁ କ୍ରୀଡାବିତ୍ତମାନେ ସାହାଯ୍ୟ କରିବାକୁ ଆଗକୁ ବାହାରିଛନ୍ତି । ତେବେ ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ଫୁଟବଲର ଦଳର ସମସ୍ତ ଖେଳାଳି ।

indian-football-team-members-contribute-in-fight-against-coronavirus
କୋରୋନା ମୁକାବିଲା: ସହଯୋଗ ହାତ ବଢାଇଲା ଭାରତୀୟ ଫୁଟବଲ ଦଳ
author img

By

Published : Mar 31, 2020, 11:55 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍ ପାଇଁ ବିଶ୍ବ କ୍ରୀଡା ଜଗତ ଏବେ ସ୍ତବ୍ଧ ପଡିଯାଇଛି । ଏଥିସହିତ କୋରୋନା ମୁକାବିଲା ପାଇଁ କ୍ରୀଡାବିତ୍ତମାନେ ସାହାଯ୍ୟ କରିବାକୁ ଆଗକୁ ବାହାରିଛନ୍ତି । ତେବେ ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ଫୁଟବଲର ଦଳର ସମସ୍ତ ଖେଳାଳି ।

ଦଳର ଅଧିନାୟକ ସୁନୀଲ ଛେତ୍ରୀ ଟ୍ବିଟ କରି କହିଛନ୍ତି ଯେ, ଦଳର ସଦସ୍ୟମାନେ ଏକାଠି ହୋଇ କୋରୋନା ଭାଇରସ ବିରୋଧ ଲଢେଇରେ ସହାୟତା କରିବାକୁ ପିଏମ-କେୟାର୍ସ ଫଣ୍ଡକୁ କିଛି ଅର୍ଥ ରାଶି ଦାନ କରିଛନ୍ତି । ଛେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ବିଟରରେ ଏହା ଉଲ୍ଲେଖ କରିବାର କାରଣ ହେଉଛି ଯେଉଁମାନେ ଦାନ କରିବାର କ୍ଷମତା ରଖିଛନ୍ତି, ସେମାନେ ଏଥିରୁ ପ୍ରେରଣା ପାଇବେ ।

"ଆମେ ସବୁବେଳେ ଦେବା ଠାରୁ ଅଧିକ ପାଇଛୁ । ଯେଉଁ କାରଣରୁ ଏହି ଆବଶ୍ୟକତା ସମୟରେ ଆମ ସମସ୍ତ ଜାତୀୟ ଦଳର ଖେଳାଳି ଏକାଠି ହୋଇ ଏହି ଅର୍ଥ ରାଶି ଦାନ କରୁଛୁ । ଯାହା ଭାରତର ସହାୟତା ପାଇଁ ପିଏମ କେୟାର୍ସ ପାଣ୍ଠି ପଠାଯାଇଛି ।’’ ବୋଲି ଛେତ୍ରୀ ଟ୍ବିଟ କରି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.