ETV Bharat / sports

FIFA ମାନ୍ୟତା: ବିଶ୍ବର 108ତମ ସ୍ଥାନରେ ଟିମ ଇଣ୍ଡିଆ

author img

By

Published : Apr 10, 2020, 12:36 PM IST

ପ୍ରକାଶ ପାଇଛି FIFA ରାକିଂ । ଭାରତୀୟ ଫୁଟବଲ ଟିମ ନିଜର ପୂର୍ବ 108ତମ ସ୍ଥାନ ବଜାୟ ରଖିଛି ।

India retains 108th slot t FIFA's latest ranking
FIFA ମାନ୍ୟତା: ବିଶ୍ବରେ 108ତମ ସ୍ଥାନରେ ଫୁଟବଲ ଟିମ ଇଣ୍ଡିଆ

ଜୁରିଚ: ପ୍ରକାଶ ପାଇଛି FIFA ରାକିଂ । ଭାରତୀୟ ଫୁଟବଲ ଟିମ ନିଜର ପୂର୍ବ 108ତମ ସ୍ଥାନ ବଜାୟ ରଖିଛି । ପ୍ରଥମ ସ୍ଥାନରେ ବେଲଜିୟମ ଓ 2ୟ ସ୍ଥାନରେ ଫ୍ରାନ୍ସ ରହିଛି । ସେହିପରି 3ୟ ସ୍ଥାନରେ ବ୍ରାଜିଲ ଓ 4ର୍ଥରେ ଇଂଲଣ୍ଡ ରହିଛି ।

ସୂଚନାଥାଉକି, ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ତଥା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ସ୍ଥଗିତ ରହିଛି । FIFA ବିଶ୍ବକପ ମଧ୍ୟ ସ୍ଥଗିତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.