ETV Bharat / sports

FIFA ମାନ୍ୟତା: 108ତମ ସ୍ଥାନରେ ଭାରତ - latest FIFA ranking

ପ୍ରକାଶ ପାଇଛି ଅନ୍ତର୍ଜାତୀୟ FIFA ମାନ୍ୟତା । ଭାରତୀୟ ଫୁଟବଲ ଟିମ ସଦ୍ୟ ପ୍ରକାଶିତ ମାନ୍ୟତାର ବିଶ୍ବରେ 108ତମ ସ୍ଥାନରେ ରହିଛି ।

India remain on 108th in latest FIFA ranking, no change in table due to COVID-19
FIFA ମାନ୍ୟତା: 108ତମ ସ୍ଥାନରେ ଭାରତ
author img

By

Published : Jun 12, 2020, 4:45 PM IST

ହାଇଦ୍ରାବାଦ: ପ୍ରକାଶ ପାଇଛି ଅନ୍ତର୍ଜାତୀୟ FIFA ମାନ୍ୟତା । ଭାରତୀୟ ଫୁଟବଲ ଟିମ ସଦ୍ୟ ପ୍ରକାଶିତ ମାନ୍ୟତାର ବିଶ୍ବରେ 108ତମ ସ୍ଥାନରେ ରହିଛି ।

India remain on 108th in latest FIFA ranking, no change in table due to COVID-19
FIFA ମାନ୍ୟତା: 108ତମ ସ୍ଥାନରେ ଭାରତ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଗତ ମାର୍ଚ୍ଚ ମାସରୁ ଅନ୍ତର୍ଜାତୀୟ ଫୁଟବଲ ସ୍ଥଗିତ ରହିଛି । ତେବେ କ୍ଳବ ଫୁଟବଲ ଧିରେଧିରେ ଫେରିବା ଆରମ୍ଭ କରିଛି ।

ତେବେ ଅନ୍ତର୍ଜାତୀୟ ଯାତ୍ରା କଟକଣା ହଟିନଥିବାରୁ ଅନ୍ତର୍ଜାତୀଯୟ ଫୁଟବଲର ଆରମ୍ଭ ହୋଇପାରିନାହିଁ । ଫଳରେ ସଦ୍ୟତମ ଫୁଟବଲ ମାନ୍ୟତା ଅପରିବର୍ତ୍ତିତ ରହିଛି ।

ପ୍ରଥମ ସ୍ଥାନରେ ବେଲଜିୟମ ଥିବାବେଳେ, ଫ୍ରାନ୍ସ ଓ ବ୍ରାଜିଲ ଯଥାକ୍ରମେ 2ୟ ଓ 3ୟ ସ୍ଥାନରେ ରହିଛନ୍ତି । 4ର୍ଥ ସ୍ଥାନରେ ଇଂଲଣ୍ଡ ଓ ଉରୁଗୁଏ 5ମ ସ୍ଥାନରେ ରହିଛନ୍ତି । କୋଏସିଆ ଷଷ୍ଠ ଓ ପର୍ତ୍ତୁଗାଲ ସପ୍ତମ ସ୍ଥାନରେ ରହିଛନ୍ତି । 8ମରେ ସ୍ପେନ, 9ମରେ ଆର୍ଜେଣ୍ଟିନା ଓ 10ମ ସ୍ଥାନରେ କଲମ୍ବିଆ ରହିଛି ।

ଏସିଆନ ଚମ୍ପିଆନ କ୍ବାତାର ବିପକ୍ଷରେ ଅକ୍ଟୋବର 8ରେ ଭାରତୀୟ ଦଳର ମ୍ୟାଚ ରହିଛି । ଏହି ମ୍ୟାଚ 2022 FIFA ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଛି । ନଭେମ୍ବର 12ରେ ବାଂଲାଦେଶ ବିପକ୍ଷରେ ବିଦେଶରେ ଓ ନଭେମ୍ବର 17ରେ ଘରୋଇ ପରିବେଶରେ ଆଫଗାନିସ୍ତାନ ସହ ଭାରତର ମ୍ୟାଚସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.