ETV Bharat / sports

କିଙ୍ଗ୍ସ କପ୍‌: ଭାରତକୁ ମିଳିଲା ପ୍ରଥମ ବିଜୟ

ଶନିବାର ଦିନ ଚାଙ୍ଗ ଏରେନାରେ ଭାରତ ବିଜୟ । ଥାଇଲାଣ୍ଡକୁ 1-0 ଗୋଲ୍‌ରେ ମାତ୍‌ ଦେଇଛି ଭାରତ ।

author img

By

Published : Jun 9, 2019, 1:09 AM IST

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

ବୁରିରାମ: ଭାରତୀୟ ଫୁଟବଲ୍‌ ଟିମ୍‌ ଶନିବାର ଦିନ ଚାଙ୍ଗ ଏରେନାରେ ଖେଳା ଯାଇଥିବା କିଙ୍ଗ୍ସ କପ୍‌ରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଆୟୋଜକ ଦଳକୁ 1-0 ଗୋଲ୍‌ରେ ମାତ୍‌ ଦେଇଛି ଭାରତ । ଏହି ବିଜୟ ପରେ ଭାରତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ରହିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ତେବେ ଅନିରୁଦ୍ଧ ଥାପ୍ପା 17ମିନିଟ୍‌ରେ ଥାଇଲାଣ୍ଡକୁ ଗୋଲ୍‌ ଦେଇଥିଲେ ।

kings cup
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ସୂଚନାଥାଉକି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା'ର ପ୍ରଥମ ମ୍ୟାଚ୍‌ରେ କୁରକାଓ ଠାରୁ 1-3 ଗୋଲ୍‌ରେ ପରାସ୍ତ ହୋଇଥିଲା ।

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.