ETV Bharat / sports

ପୁରୁଷ ଫୁଟବଲରେ ମହିଳା ରେଫରି - History

ଜାପାନିଜ୍‌ ରେଫରି ୟୋସୋମି ୟାମାସିଥା, ମକୋଟୋ ବୋଜୋନୋ ଓ ନାମୋଇ ତେସରୋଗି ଆଗାମୀ AFC କପରେ ରେଫରି ଦାୟିତ୍ବ ନେବେ । ଏହି ରେଫରୀ ମାନେ ମିଆଁମାର ଓ କାମ୍ବୋଡ଼ିଆ ମଧ୍ୟରେ ହେବାକୁ ଥିବା ମ୍ୟାଚ ପରିଚାଳନା କରିବେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 15, 2019, 8:11 AM IST

ନୂଆଦିଲ୍ଲୀ: ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ ମହିଳା ରେଫରି । ତେବେ ମଙ୍ଗଳବାର ଏସିଆନ ଫୁଟବଲ ଫେଡେରେସନ ଏହି ସୂଚନା ଦେଇଛି । ଜାପାନିଜ୍‌ ରେଫରି ୟୋସୋମି ୟାମାସିଥା, ମକୋଟୋ ବୋଜୋନୋ ଓ ନାମୋଇ ତେସରୋଗି ଆଗାମୀ AFC କପରେ ରେଫରି ଦାୟିତ୍ବ ତୁଲାଇବେ । ତେବେ ଏହି ମ୍ୟାଚ ମିଆଁମାର ଓ କାମ୍ବୋଡିଆ ମଧ୍ୟରେ ଖେଳାଯିବ ।

ତେବେ ଏହା ଫୁଟବଲ ଇତିହାସରେ ପ୍ରଥମଥର ପାଇଁ ହେବ ଯେ, କୌଣସି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମହିଳା ରେଫରି ମ୍ୟାଚ ପରିଚାଳନା କରିବେ । ଏହା ପୂର୍ବରୁ ଏହି AFC କପରେ ମହିଳା ରେଫରିମାନେ ଅସିଷ୍ଟାଣ୍ଟ ହିସାବରେ ମ୍ୟାଚ ପରିଚାଳନା କରିଥିଲେ । ମାତ୍ର ଚଳିତଥର ଟୁର୍ଣ୍ଣାମେଣ୍ଟରେ ସମ୍ପୂର୍ଣ୍ଣ ମ୍ୟାଚର ଭାର ଏହି ମହିଳା ରେଫରୀଙ୍କ ଉପରେ ରହିବ ବୋଲି ସୂଚନା ମିଳିଛି ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.