ETV Bharat / sports

'ବାଲାଦେବୀ ସବୁ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣା'

author img

By

Published : May 17, 2020, 2:47 PM IST

ମହିଳା ଫୁଟବଲ ଟିମ ଇଣ୍ଡିଆର ଫରୱାର୍ଡ ଖେଳାଳି ବାଲାଦେବୀ ସମସ୍ତ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣା । ଏହା କହିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସଭାପତି ଫ୍ରଫୁଲ ପଟେଲ ।

Bala Devi is an inspiration to all women footballers: Praful Patel
'ବାଲାଦେବୀ ସବୁ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣା'

ନୂଆଦିଲ୍ଲୀ: ମହିଳା ଫୁଟବଲ ଟିମ ଇଣ୍ଡିଆର ଫରୱାର୍ଡ ଖେଳାଳି ବାଲାଦେବୀ ସମସ୍ତ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ପ୍ରେରଣା । ଏହା କହିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସଭାପତି ଫ୍ରଫୁଲ ପଟେଲ ।

ବାଲାଦେବୀ ବର୍ତ୍ତମାନ ବିଦେଶୀ ଫୁଟବଲ କ୍ଳବ ରେଞ୍ଜର୍ସ ଟିମ ପକ୍ଷରୁ ଖେଳିବାକୁ ଚୁକ୍ତି କରିଛନ୍ତି । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା ଫୁଟବଲ ଖେଳାଳି ହେଇପାରିଛନ୍ତି । ଭାରତ ପାଇଁ ବାଲାଦେବୀ ଗୌରବ ହୋଇପାରିଛନ୍ତି ।

ଅନଲାଇନ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜେଶର ସମସ୍ତ ଜାତୀୟ ଖେଳାଳିଙଅକ ସହ ବାର୍ତ୍ତାଳାପ ବେଳେ, ଏହା କହିଛନ୍ତି ଏଆଇଏଫଏଫ ସଭାପତି । ସମସ୍ତ ଖେଳାଳି ବାଲାଦେବୀଙ୍କୁ ପ୍ରେରଣା ଭାବେ ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.