ETV Bharat / sports

ଏହି ମହାନ ଖେଳାଳି ହେବାକୁ ଚାହାଁନ୍ତି ଭାରତୀୟ ଫୁଟବଲ ଫେଡରେସନର ସଭାପତି - ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ

ଭବିଷ୍ୟତରେ ଭାରତୀୟ ଫୁଟବଲ ଫେଡରେସନର ସଭାପତି ପାଇଁ ଆଶାବାଦୀ ଅଛନ୍ତି ପୂର୍ବତନ ଫୁଟବଲ ଟିମ ଇଣ୍ଡିଆ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ।

Baichung Bhutia to consider running for AIFF president post in future
ଏହି ମହାନ ଖେଳାଳି ହେବାକୁ ଚାହାଁନ୍ତି ଭାରତୀୟ ଫୁଟବଲ ଫେଡେରେସନର ସଭାପତି
author img

By

Published : Apr 12, 2020, 3:52 PM IST

ନୂଆଦିଲ୍ଲୀ: ଭବିଷ୍ୟତରେ ଭାରତୀୟ ଫୁଟବଲ ଫେଡେରେସନର ସଭାପତି ପାଇଁ ଆଶାବାଦୀ ଅଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ବାଇଚୁଙ୍ଗ ଭୁତିଆ । ଏଆଇଏଫଏଫର ସଭାପତି ପଦ ରେସ ନେଇ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଫୁଟବଲ ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନ ।

ତେବେ ବର୍ତ୍ତମାନ ସମୟରେ ସେ କେବଳ ତୃଣମୂଳ ସ୍ତରରେ ଫୁଟବଲ ପାଇଁ କାମ କରିବା ଉପରେ ଧ୍ୟାନ ଦେଉଛନ୍ତି । ବାଇଚୁଙ୍ଗ ଭୁତିଆ ଫୁଟବଲ ସ୍କୁଲ ଓ ୟୁନାଇଟେଡ ସିକିମ କ୍ଳବରେ ପ୍ରଶିକ୍ଷକ ର କାର୍ଯ୍ୟ କରୁଛନ୍ତି ।43 ବର୍ଷିୟ ବାଇଚୁଙ୍ଗ ଭୁତିଆ ପ୍ରଥମ ଭାରତୀୟ ଫୁଟବଲ ଖେଳାଳି ଭାବେ 100 ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳିଛନ୍ତି । ବର୍ଷ 2011ରେ ଫୁଟବଲରୁ ଅବସର ନେଇଥିଲେ ସେ ।

ବର୍ତ୍ତମାନ ସମୟରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ସଭାପତି ରହିଛନ୍ତି ପ୍ରଫୁଲ ପଟେଲ । ବର୍ଷ 2008 ଠାରୁ ସେ AIFF ସଭାପତି ପଦରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.