ETV Bharat / sports

ଚମ୍ପିଆନ୍ସ ଲିଗ: ଆଥଲେଟିକୋ ମାଦ୍ରିଦର ଦୁଇ ଖେଳାଳି କୋରୋନା ପଜିଟିଭ

author img

By

Published : Aug 10, 2020, 7:53 PM IST

ଚଳିତ ଚମ୍ପିଆନ୍ସ ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଥଲେଟିକୋ ମାଦ୍ରିଦର ଦୁଇ ଖେଳାଳି କୋରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି ।

Atletico Madrid confirm two positive coronavirus tests ahead of Champions League clash
ଚମ୍ପିଆନ୍ସ ଲିଗ: ଆଥଲେଟିକୋ ମାଦ୍ରିଦର ଦୁଇ ଖେଳାଳି କୋରୋନା ପଜିଟିଭ

ମାଦ୍ରିଦ: ଚଳିତ ଚମ୍ପିଆନ୍ସ ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆଥଲେଟିକୋ ମାଦ୍ରିଦର ଦୁଇ ଖେଳାଳି କୋରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆଥଲେଟିକୋ ମାଦ୍ରିଦ ପକ୍ଷରୁ ସୂଚନା ଦିଆଯାଇଛି । ଚମ୍ପିଆନ୍ସ ଲିଗ କ୍ବାର୍ଟର ଫାଇନାଲ ପାଇଁ କ୍ଳବ ସୋମବାର ଲିସବନ ଯାତ୍ରା କରିଥିଲା ।

Atletico Madrid confirm two positive coronavirus tests ahead of Champions League clash
ଆଥଲେଟିକୋ ମାଦ୍ରିଦ

ଅଗଷ୍ଟ 8ରେ କ୍ଳବର ସମସ୍ତ ସଦସ୍ୟ ଲିସବନ ଯାତ୍ରା କରିଥିଲେ । ଏହାପରେ UEFAର ନିୟମ ଅନୁଯାୟୀ ସମସ୍ତ ଖେଳାଳିଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ପରେ ଦୁଇ ସଦସ୍ୟଙ୍କ ରିପାେର୍ଟ ପଜିଟିଭି ଥିବା ଜଣାପଡିଥିଲା ।

ଅଗଷ୍ଟ 13ରେ ଆରବି ଲେଇପିଜିଂରେ ଚମ୍ପିଆନ୍ସ ଲିଗ କ୍ବାର୍ଟରଫାଇନାଲ ମ୍ୟାଚ ଖେଳିବ ଆଥଲେଟିକୋ ମାଦ୍ରିଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.