ETV Bharat / sports

AIFFର 4 ଦିନିକିଆ ଅନଲାଇନ କୋର୍ସ ଶେଷ

author img

By

Published : Aug 10, 2020, 10:40 PM IST

ମ୍ୟାଚ ରେଫରୀ ଓ ସହକାରୀ ରେଫରୀଙ୍କ ପାଇଁ 4ଦିନ ଧରି ଚାଲିଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଅନଲାଇନ କୋର୍ସ ସମାପ୍ତ ହୋଇଛି ।

AIFF's 4-day online course for referees and assistant referees concludes
AIFFର 4 ଦିନିକିଆ ଅନଲାଇନ କୋର୍ସ ଶେଷ

ନୂଆଦିଲ୍ଲୀ: ମ୍ୟାଚ ରେଫରୀ ଓ ସହକାରୀ ରେଫରୀଙ୍କ ପାଇଁ 4ଦିନ ଧରି ଚାଲିଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେସନର ଅନଲାଇନ କୋର୍ସ ସମାପ୍ତ ହୋଇଛି । ଏଥିରେ 47 ରେଫରୀ ଓ 52 ସହକାରୀ ରେଫରୀ ଅଂଶଗ୍ରହଣ କରିଥିଲେ ।

ଆନ୍ଥୋନି ଜନ ଡି କଷ୍ଟା, ରିଜୱାନ ଉଲ-ହକ, ଦିନେଶ ନାଏର, ସୁପ୍ରିୟ ଭଟ୍ଟାଚାର୍ଯ୍ୟ, ବିଜୁସ ବିଶ୍ବାସ, ସୁନନ୍ଦୋ ବୋଷ, ସୁବ୍ରତ ଦାସ ଏହି କାର୍ଯ୍ୟକ୍ରମ ପାଇଁ ତାଲିମ ଦାତା ନିଯୁକ୍ତ ହୋଇଥିଲେ । ଖେଳର ସମସ୍ତ ନିୟମ ପାଳନ ନେଇ ଏହି କାର୍ଯ୍ୟକ୍ରମରେ ଶିକ୍ଷା ଦିଆଯାଇଥିଲା । ଅଲଇଣ୍ଡିଆ ଫୁଟବଲ ଫେଡେରେସନର ରେଫରୀ ବିଭାଗର ନିର୍ଦ୍ଦେଶକ ରବିଶଙ୍କର କାର୍ଯ୍ୟକ୍ରମର ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.