ETV Bharat / sports

ବିମାନବନ୍ଦରରେ 74 ଦିନର ଅପେକ୍ଷା ପରେ ହୋଟେଲ ଫେରିଲେ ମୁଲର

author img

By

Published : Jun 7, 2020, 2:51 PM IST

ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଯୁବ ସେନା ଅଫିସର ରାହୁଲ କାନଲ ମୁଲରଙ୍କୁ ସାହାଯ୍ୟର ହାତ ବଢାଇବା ପରେ ତାଙ୍କୁ ଏକ ଘରୋଇ ହୋଟେଲରେ ରଖାଯାଇଛି ।

After 74 days at airport, stranded footballer shifted to hotel
ବିମାନବନ୍ଦରରେ 74ଦିନର ଅପେକ୍ଷା ପରେ ହୋଟେଲ ଫେରିଲେ ମୁଲର

ମୁମ୍ବାଇ: କୋରୋନା ଭାଇରସ ଲକଡାଉନରେ ମୁମ୍ବାଇରେ ଘଟିଛି ଏକ ବିରଳ ଘଟଣା । ହଲିଉଡ ଚଳଚିତ୍ର 'ଦ ଟର୍ମିନାଲ'ରେ ଅଭିନେତା ଟମ ହଙ୍କଙ୍କ ଚରିତ୍ର ପରି, ମୁମ୍ବାଇରେ ଘଟିଛି ଆଉ ଏକ ଘଟଣା । 23ବର୍ଷିୟ ଘାନା ଫୁଟବଲ ଖେଳାଳି ରେଣ୍ଡି ଜୁଆନ ମୁଲର ମୁମ୍ବାଇ ଏୟାରପୋର୍ଟରେ 74 ଦିନ କାଟିବା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ।

ମହାରାଷ୍ଟ୍ର ସରକାରରେ ଥିବା ଶିବସେନାର ଯୁବ ସେନା ମୁଲରଙ୍କୁ ଉଦ୍ଧାର କରିବା ସହ ଏକ ହୋଟେଲରେ ରହିବାର ବ୍ୟବସ୍ଥା କରିଛନ୍ତି । ହୋଟେଲରେ ପହଞ୍ଚିବା ପରେ ମୁଲର ଏକ ଭିଡିଓ ମାଧ୍ୟମରେ ଯୁବସେନାର ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଲର କେରଳର ଏକ ଫୁଟବଲ କ୍ଳବ ପାଇଁ ଖେଳିଛନ୍ତି । କେନିଆ ଏୟାରୱେଜ ବିମାନରେ ସ୍ବଦେଶ ଫେରିବାକୁ ମୁମ୍ବାଇ ଏୟାରପୋର୍ଟରେ ଅପେକ୍ଷା କରିଥିଲେ ମୁଲର । ମାତ୍ର କୋରୋନା ଭାଇରସ ଲକଡାଉନ ଘୋଷଣା ହେବାପରେ, ସେହିଠାରେ ହିଁ ଫସିରହିଥିଲେ । ଫଳରେ ବିମାନବନ୍ଦର ଖୋଲିବାକୁ ଅପେକ୍ଷା କରି 74 ଦିନ ବିତିଯାଇଛି ।

ତେବେ ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଯୁବ ସେନା ଅଫିସର ରାହୁଲ କାନଲ ମୁଲରଙ୍କୁ ସାହାଯ୍ୟର ହାତ ବଢାଇବା ପରେ ତାଙ୍କୁ ଏକ ଘରୋଇ ହୋଟେଲରେ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.