ETV Bharat / sports

Ind vs WI: ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଭାରତ - ଶିଖର ଧାୱନ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍‌ । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲାସ ପୋରନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

WEST INDIES VS INDIA 1ST ODI WEST INDIES HAVE WON THE TOSS AND HAVE OPTED TO FIELD
Ind vs WI: ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବ ଭାରତ
author img

By

Published : Jul 22, 2022, 7:08 PM IST

Updated : Jul 22, 2022, 7:17 PM IST

ତ୍ରିନିଦାଦ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ପ୍ରଥମ ମ୍ୟାଚ୍‌ । ଏଥିରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ନିକୋଲାସ ପୋରନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଭେଟେଟାନ ଓପନର ବ୍ୟାଟ୍‌ର ଶିଖର ଧାୱନଙ୍କ ନେତୃତ୍ବରେ ଏହି ସିରିଜ ଖେଳୁଛି ଭାରତୀୟ ଟିମ । ତେବେ ସିରିଜ ଆରମ୍ଭରୁ ରବୀନ୍ଦ୍ର ଜାଡେଜାଙ୍କ ରୂପରେ ଭାରତୀୟ ଟିମକୁ ବଡ ଝଟ୍‌କା ଲାଗିଛି । ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଜାଡେଜା ।

ଚୂଡାନ୍ତ ଏକାଦଶ

ଭାରତ: ଶିଖର ଧାୱନ(ଅଧିନାୟକ), ଶୁବମନ ଗିଲ, ଶେୟାସ ଆୟାର (ଉପ-ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ(ୱିକେଟ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶାର୍ଦ୍ଦୁଶ ଠାକୁର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

ୱେଷ୍ଟ ଇଣ୍ଡିଜ: ନିକୋଲସ ପୋରନ(ଅଧିନାୟକ), ଶାଇ ହୋପ, ଶାମରାହ ବ୍ରୁକ୍ସ, କିସି କାର୍ଟି, ଜସନ ହଲ୍ଡର, ଏକେଲ ହୋସେନ, ଅଲଜାରି ଜୋଶେଫ, ବ୍ରାଣ୍ଡନ କିଙ୍ଗ, କୈଲେ ମାୟରସ, ଗୁଡକେଶ ମୋଟି, କିମୋ ପାଉଲ, ରୋଭମନ ପାଉଲ, ଜୈଦେନ ସିଲ୍ସ ।

Last Updated : Jul 22, 2022, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.