ଡେରାଡୁନ୍(ଉତ୍ତରାଖଣ୍ଡ): ଉତ୍ତରାଖଣ୍ଡ ସରକାର ରବିବାର ଭାରତୀୟ ବ୍ୟାଟ୍ର ଋଷଭ ପନ୍ତ(Rishabh Pant)ଙ୍କୁ ରାଜ୍ୟ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି ।
-
भारत के बेहतरीन क्रिकेट खिलाडियों में से एक, युवाओं के आदर्श और उत्तराखण्ड के लाल श्री ऋषभ पंत जी को हमारी सरकार ने राज्य के युवाओं को खेलकूद एवं जन- स्वास्थ्य के प्रति प्रोत्साहित करने के उद्देश्य से "राज्य ब्रांड एंबेसडर" नियुक्त किया है। @RishabhPant17 pic.twitter.com/7vVyoXUmwP
— Pushkar Singh Dhami (@pushkardhami) December 19, 2021 " class="align-text-top noRightClick twitterSection" data="
">भारत के बेहतरीन क्रिकेट खिलाडियों में से एक, युवाओं के आदर्श और उत्तराखण्ड के लाल श्री ऋषभ पंत जी को हमारी सरकार ने राज्य के युवाओं को खेलकूद एवं जन- स्वास्थ्य के प्रति प्रोत्साहित करने के उद्देश्य से "राज्य ब्रांड एंबेसडर" नियुक्त किया है। @RishabhPant17 pic.twitter.com/7vVyoXUmwP
— Pushkar Singh Dhami (@pushkardhami) December 19, 2021भारत के बेहतरीन क्रिकेट खिलाडियों में से एक, युवाओं के आदर्श और उत्तराखण्ड के लाल श्री ऋषभ पंत जी को हमारी सरकार ने राज्य के युवाओं को खेलकूद एवं जन- स्वास्थ्य के प्रति प्रोत्साहित करने के उद्देश्य से "राज्य ब्रांड एंबेसडर" नियुक्त किया है। @RishabhPant17 pic.twitter.com/7vVyoXUmwP
— Pushkar Singh Dhami (@pushkardhami) December 19, 2021
କ୍ରୀଡା ଓ ଜନସ୍ବାସ୍ଥ୍ୟ ଦିଗରେ ରାଜ୍ୟ ଯୁବ ପ୍ରତିଭାଙ୍କୁ ପ୍ରେରିତ କରିବା ଲକ୍ଷ୍ୟରେ ଉତ୍ତରାଖଣ୍ଡ ସରକାର ଏହି ନିର୍ଣ୍ଣୟ ନେଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟ୍ବିଟ୍ ଯୋଗେଁ ଘୋଷଣା କରିଛନ୍ତି । ପନ୍ତଙ୍କୁ ଅନ୍ୟତମ ଶ୍ରେଷ୍ଠ ଭାରତୀୟ କ୍ରିକେଟ ଖେଳାଳି, ଓ ଯୁବକଙ୍କ ଆଦର୍ଶ କହିବା ସହ ରାଜ୍ୟର ବ୍ରାଣ୍ଡ ଆମ୍ବାସଡର୍ ନିଯୁକ୍ତ କରାଯାଇଛି ବୋଲି ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।
ଏହାମଧ୍ୟ ପଢନ୍ତୁ: IND vs SA: ବିରାଟ ବାହିନୀର ଜୋରଦାର୍ ଅଭ୍ୟାସ
ଋଷଭ ପନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଶେଷଥର ନଜର ଆସିଥିଲେ । ଏହି ସିରିଜକୁ ମେନ ଇନ୍ ବ୍ଲୁ 3-0ରେ ଜିତି ନେଇଥିଲା ।
ବର୍ତ୍ତମାନ ପନ୍ତ ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ସ୍କ୍ବାଡ୍ ସହିତ ଜୋହାନ୍ସବର୍ଗରେ ରହିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବା ନେଇ ସୂଚୀ ରହିଛନ୍ତି । ଡିସେମ୍ବର 26ରୁ ପ୍ରଥମ ଟେଷ୍ଟ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ