ETV Bharat / sports

Ind vs SA 4th T20: ରାଜକୋଟ୍‌ରେ ବି ଟସ୍‌ ହାରିଲେ ପନ୍ତ, ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି - ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି୨୦ ମ୍ୟାଚ୍‌

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟି-୨୦ ମ୍ୟାଚ୍‌ । ଟସ୍‌ ଜିତି ପୁଣି ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

Ind vs SA 4th T20: ରାଜକୋଟ୍‌ରେ ବି ଟସ୍‌ ହାରିଲେ ପନ୍ତ, ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି

author img

By

Published : Jun 17, 2022, 6:47 PM IST

ଗାନ୍ଧୀନଗର: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟି-୨୦ ମ୍ୟାଚ୍‌ । ଲଗାତାର ଚତୁର୍ଥ ଥର ପାଇଁ ଟସ୍‌ ହାରିଛନ୍ତି ଭାରତର ଅଧିନାୟକ ଋଷଭ ପନ୍ତ । ସେପେଟ ଟସ୍‌ଜିତି ପୁଣି ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଆଜିର ମ୍ୟାଚ୍‌ ଭାରତ ପାଇଁ କର ବା ମର ମ୍ୟାଚ ।

ଏହାପୂର୍ବରୁ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ତୃତୀୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ବର୍ତ୍ତମାନ ବି ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ଚତୁର୍ଥ ଟି୨୦ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳରେ ତିନୋଟି ପରିବର୍ତ୍ତନ ହୋଇଛି । ଦଳକୁ ଓପନର୍‌ କ୍ବିଣ୍ଟନ ଡି କକ୍‌ ଫେରିଛନ୍ତି । ସେହିଭଳି ଲୁଙ୍ଗି ନିଗିଡି ଓ ମାର୍କୋ ଜାନ୍‌ସେନ୍‌ ଦଳରେ ସାମିଲ ହୋଇଛନ୍ତି ।

ଚୂଡ଼ାନ୍ତ ଏକାଦଶ

ଭାରତ- ଋତୁରାଜ ଗାୟକୱାଡ, ଇଶାନ କିଷନ, ଶ୍ରେୟାସ ଆୟର, ଋଷଭ ପନ୍ତ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ୟୁଜିବେନ୍ଦ୍ର ଚହଲ, ଆଭେଶ ଖାନ୍‌

ଦକ୍ଷିଣ ଆଫ୍ରିକା- ଟେମ୍ବା ବଭୁମା(ଅଧିନାୟକ), କ୍ବିଣ୍ଟନ ଡି କକ୍‌, ରାସି ଭାନ୍ ଡେର୍ ଡୁସେନ୍, ଡେଭିଡ ମିଲର, ହେନ୍ରିକ୍‌ କ୍ଲାସେନ୍, ଡ୍ବେନ୍ ପ୍ରିଟୋରିଅସ୍, କେଶବ ମହାରାଜ, ମାର୍କୋ ଜାନସେନ୍, ଲୁଙ୍ଗି ନିଗିଡି, ତବ୍ରେଜ ଶାମସି, ଏନ୍‌ରିକ୍‌ ନୋର୍କିଆ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.