ସେଞ୍ଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ସୁପରସ୍ପୋର୍ଟ ପାର୍କ ସେଞ୍ଚୁରିଆନରେ ଖେଳାଯାଉଛି । ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଟସ୍(Toss) ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
-
Captain @imVkohli wins the toss and #TeamIndia will bat first.
— BCCI (@BCCI) December 26, 2021 " class="align-text-top noRightClick twitterSection" data="
A look at our Playing XI for the 1st Test.#SAvIND pic.twitter.com/DDACnaXiK8
">Captain @imVkohli wins the toss and #TeamIndia will bat first.
— BCCI (@BCCI) December 26, 2021
A look at our Playing XI for the 1st Test.#SAvIND pic.twitter.com/DDACnaXiK8Captain @imVkohli wins the toss and #TeamIndia will bat first.
— BCCI (@BCCI) December 26, 2021
A look at our Playing XI for the 1st Test.#SAvIND pic.twitter.com/DDACnaXiK8
ଚୁଡାନ୍ତ ଏକାଦଶ:
ଦକ୍ଷିଣ ଆଫ୍ରିକା: ଡିନ ଏଲଗାର(କ୍ୟାପଟେନ୍), ଆଡନ ମାର୍କ୍ରମ, କିଗାନ ପିଟରସନ, ରସି ବାନ ଡର୍ ଡସନ, ତେମ୍ବା ବାଭୁମା, କ୍ବିଣ୍ଟନ ଡିକକ୍(ୱିକେଟ କିପର), ୱିଆନ ମୁଲଦର, ମାର୍କୋ ଜେନସେନ, କେଶବ ମହାରାଜ, କାଗିସୋ ରବାଡା, ଲୁଙ୍ଗି ନିଙ୍ଗିଡି ।
ଭାରତ: କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ବିରାଟ କୋହଲି(କ୍ୟାପଟେନ୍), ଋଷଭ ପନ୍ତ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ