ETV Bharat / sports

COVID-19: BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡେଲଟା ପ୍ଲସ ଭ୍ୟାରିଆଣ୍ଟ COVID-19 ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

Sourav Ganguly tested positive for Delta Plus variant
COVID-19: BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଡେଲଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ
author img

By

Published : Jan 1, 2022, 10:39 PM IST

Updated : Jan 1, 2022, 10:46 PM IST

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି COVID-19ର ଓମିକ୍ରନ ଭାରିଆଣ୍ଟ ନେଗେଟିଭ ଚିହ୍ନଟ ହେବାପରେ ଶୁକ୍ରବାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ମାତ୍ର ଡେଲଟା ପ୍ଲସ ଭାରିଆଣ୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବୁଲେଟିନର ଘୋଷଣା ଅନୁଯାୟୀ, ଗାଙ୍ଗୁଲି ଓ ଅନ୍ୟ୫ଜଣ ବିଦେଶ ଯାତ୍ରୀ ଡେଲଟା ପ୍ଲସ ଭାରିଆଣ୍ଟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବତନ ଭାରତୀୟ କ୍ୟାପଟେନ ଗାଙ୍ଗୁଲିଙ୍କୁ ହୋମ ଆଇସୋଲେସନରେ ଡାକ୍ତରୀ ଟିମର କଡା ନୀରିକ୍ଷଣରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ବୁଲେଟିନରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଓଡିଶାରୁ ଶୁକ୍ରବାର ଆସିଥିବା ଜଣେ ବ୍ୟକ୍ତି ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ରାଜ୍ୟ ଶକ୍ତିମନ୍ତ୍ରୀ ଅରୁପ ବିଶ୍ବାସ ମଧ୍ୟ COVID-19 ପଜିଟିଭ ଚିହ୍ନଟ ହେବାସହ ହୋମ ଆଇସୋଲେସନରେ ରହିଛନ୍ତି ।

IANS

Last Updated : Jan 1, 2022, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.