ମୋହାଲି: ଆଜି ଭାରତ ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ । ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ଶତକ । ୧୬୬ ବଲରେ ୧୦୨ ରନ କରି ଅପରାଜିତ ରହିଛନ୍ତି ଜାଡେଜା । ଜାଡେଜା ଓ ଅଶ୍ବିନୀଙ୍କ ପାର୍ଟନରସିପରେ ଦଳ ୭ ଓ୍ବିକେଟ ହରାଇ ୪୬୮ ରନ ସଂଗ୍ରହ କରିଛି ।
-
Lunch on Day 2 of the 1st Test.
— BCCI (@BCCI) March 5, 2022 " class="align-text-top noRightClick twitterSection" data="
130 run partnership between Jadeja and Ashwin and a brilliant century from @imjadeja as #TeamIndia are 468/7 at Lunch.
Scorecard - https://t.co/c2vTOXAx1p #INDvSL @Paytm pic.twitter.com/iqEPRNKEci
">Lunch on Day 2 of the 1st Test.
— BCCI (@BCCI) March 5, 2022
130 run partnership between Jadeja and Ashwin and a brilliant century from @imjadeja as #TeamIndia are 468/7 at Lunch.
Scorecard - https://t.co/c2vTOXAx1p #INDvSL @Paytm pic.twitter.com/iqEPRNKEciLunch on Day 2 of the 1st Test.
— BCCI (@BCCI) March 5, 2022
130 run partnership between Jadeja and Ashwin and a brilliant century from @imjadeja as #TeamIndia are 468/7 at Lunch.
Scorecard - https://t.co/c2vTOXAx1p #INDvSL @Paytm pic.twitter.com/iqEPRNKEci
ଗତକାଲି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଦଳ ୮୫ ଓଭରରେ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରି ଦୃଢ ସ୍ଥିତିରେ ରହିଥିଲା । ଦଳ ପକ୍ଷରୁ ବିରାଟ କୋହଲି ୪୫ ରନ, ଋଷଭ ପନ୍ତ ୯୬ ରନ ଓ ଅଧିନାୟକ ରୋହିତ ଶର୍ମା ୨୯ ରନ କରି ଆଉଟ ହୋଇଥିଲେ । ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ ।