ETV Bharat / sports

ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତ ଠାରୁ ୨୩୪ ରନ୍‌ ପଛରେ ଅଷ୍ଟ୍ରେଲିଆ - Australia finish day three

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିନେଇଛି । ଅଧିକ ପଢନ୍ତୁ...

Pink-ball Test: Australia finish day three at 143/4, trail India by 234 runs
ପିଙ୍କ୍‌ ବଲ୍‌ ଟେଷ୍ଟ: ଭାରତ ଠାରୁ ୨୩୪ ରନ୍‌ ପଛରେ ଅଷ୍ଟ୍ରେଲିଆ
author img

By

Published : Oct 2, 2021, 10:53 PM IST

ଗୋଲ୍ଡ କୋଷ୍ଟ: ଭାରତ ଓ ଅଷ୍ଟ୍ରେଲିଆ ମହିଳା ଟିମ ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୧୪୩ ରନ୍‌ ସଂଗ୍ରହ କରିନେଇଛି ।

ତେବେ ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ ଏବେବି ୨୩୪ ରନ୍‌ ପଛରେ ରହିଛି । ଫଲୋଅନ ଏଡାଇବାକୁ ୮୫ ରନ୍‌ ଆବଶ୍ୟକ କରୁଛି ଘରୋଇ ଟିମ ।

ଭାରତ ପକ୍ଷରୁ ଝୁଲଣ ଗୋସ୍ବାମୀ ଓ ପୂଜା ବସ୍ତ୍ରକର ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ସେହିପରି ଏଲିସ ପେରୀ ୨୭ ଓ ଆସଲେ ଗାର୍ଡନର ୧୩ରନ୍‌ରେ ଅପରାଜିତ ଅଛନ୍ତି ।

ପୂର୍ବରୁ ୩୭୭/୮ରେ ଭାରତ ପ୍ରଥମ ଇଂନିସ ଘୋଷଣା କରିଥିଲାଲା । ଓପନର ସ୍ମୃତି ମାନ୍ଧାନା ଦମଦାର ଶତକ ଓ ଦିପ୍ତୀ ଶର୍ମା ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.