ETV Bharat / sports

ଇଂଲଣ୍ଡ ଗସ୍ତ ପୂର୍ବରୁ 5ଦିନ କ୍ବାରେଣ୍ଟିନରେ ରହିବେ ପାକ୍‌ କ୍ରିକେଟର

author img

By

Published : Jun 14, 2021, 10:55 PM IST

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ 5ଟିକିଆ ଟି20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

Pak cricketers to be in 5-day quarantine before England tour
ଇଂଲଣ୍ଡ ଗସ୍ତ ପୂର୍ବରୁ 5ଦିନ କ୍ବାରେଣ୍ଟିନରେ ରହିବେ ପାକ୍‌ କ୍ରିକେଟର

ଲାହୋର: ପାକିସ୍ତାନ କ୍ରିକେଟରଙ୍କୁ ଇଂଲଣ୍ଡ ଗସ୍ତ ପୂର୍ବରୁ 5 ଦିନ ରୁମ୍‌ ଆଇସୋଲେସନରେ ରହିବାକୁ ହେବ । ପାକିସ୍ତାନ ସ୍କ୍ବାଡ ଜୁନ 15ରେ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବା ନେଇ ସୂଚୀ ରହିଛି ।

ଜୁନ 20ରେ ଖେଳାଳିମାନେ ଲାହୋରରେ ପହଞ୍ଚିବେ ଓ 25 ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ । ଏନେଇ ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡ ଘୋଷଣା କରିଛି ।

ଜୁନ 16ରେ ଖେଳାଳିଙ୍କ ଘରେ ସ୍କ୍ବାଡର ସଦସ୍ୟ ଥିବା ଖେଳାଳିଙ୍କ ପ୍ରଥମ କୋଭିଡ ଟେଷ୍ଟ ହେବ । ପରେ ଜୁନ 20ରେ ଲାହୋରରେ ବାୟୋବବଲରେ ଦ୍ବିତୀୟ ଟେଷ୍ଟ ହେବ । ପରେ ଜୁନ 23ରେ ପରବର୍ତ୍ତୀ ଟେଷ୍ଟର ସାମ୍ନା କରିବେ ଖେଳାଳି । ଜୁନ 25ରେ ପାକିସ୍ତାନ ଟିମ ମାଞ୍ଚେଷ୍ଟର ଅଭିମୁଖେ ଉଡାଣ ଭରିବ ।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ଓ 5ଟିକିଆ ଟି20 ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଜୁଲାଇ 8ରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.