ETV Bharat / sports

IPL 2022: ଟସ୍‌ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ଜିଆଣ୍ଟ୍ସ

IPL 2022ରେ ଲକ୍ଷ୍ନୌ ଜିଆଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି ୩୭ତମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ  । ଅଧିକ ପଢନ୍ତୁ

author img

By

Published : Apr 24, 2022, 7:05 PM IST

Updated : Apr 24, 2022, 7:17 PM IST

IPL 2022: ଟସ୍‌ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ଜାଏଣ୍ଟ୍ସ

ମୁମ୍ବାଇ: IPL 2022ରେ ଲକ୍ଷ୍ନୌ ଜିଆଣ୍ଟ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି ୩୭ତମ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଲକ୍ଷ୍ନୌ ଜିଆଣ୍ଟ୍ସ।

ବର୍ତ୍ତମାନ ପଏଣ୍ଟ ଟେବୁଲରେ ଲକ୍ଷ୍ନୌ ଜିଆଣ୍ଟ୍ସ ପଞ୍ଚମ ସ୍ଥାନରେ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦଶମ ସ୍ଥାନରେ ରହିଛି । ଲକ୍ଷ୍ନୌ ୭ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି । ସେପଟେ ମୁମ୍ବାଇ ଦଳ ୭ଟି ମ୍ୟାଚ୍‌ ଖେଳି ଏଯାଏଁ ବିଜୟର ସ୍ବାଦ ଚାଖି ପାରିନାହିଁ । ଏଥିପାଇଁ ଦଳ ଆଜିର ମ୍ୟାଚରେ ବିଜୟ ହାସଲ କରି ଖାତା ଖୋଲିବାକୁ ଚେଷ୍ଟା କରିବ ।

ଚୂଡ଼ାନ୍ତ ଏକାଦଶ

ଲକ୍ଷ୍ନୌ ଜିଆଣ୍ଟ୍ସ

କ୍ୱିଣ୍ଟନ୍ ଡି କକ୍ , କେ.ଏଲ୍ ରାହୁଲ (ଅଧିନାୟକ), ମନୀଷ ପାଣ୍ଡେ, କ୍ରୁଣାଲ ପାଣ୍ଡ୍ୟା, ଦୀପକ ହୁଡ୍ଡା, ଆୟୁଷ ବାଦୋନି, ମାର୍କସ ଷ୍ଟୋଇନିସ, ଜେସନ ହୋଲ୍ଡର, ମୋହସିନ୍ ଖାନ, ଦୁଷ୍ମନ୍ତ ଚମିରା, ରବି ବିଷ୍ଣୋଇ

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଡିୱାଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରଣ ପୋଲାର୍ଡ, ହ୍ରିତିକ ଶୋକିନ, ଡାନିଏଲ ସାମ୍ସ, ଜୟଦେବ ଉନଦକାଟ, ରେଲି ମେରେଡିଥ, ଜଶପ୍ରୀତ ବୁମ୍‌ରା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2022, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.