ETV Bharat / sports

IPL 2022: ଟସ୍‌ ଜିତି ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି ୩୧ତମ ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ଅଧିକ ପଢ଼ନ୍ତୁ

author img

By

Published : Apr 19, 2022, 7:10 PM IST

IPL 2022: ଟସ୍‌ ଜିତି ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି
IPL 2022: ଟସ୍‌ ଜିତି ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି

ମୁମ୍ବାଇ: IPL 2022ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି ୩୧ତମ ମ୍ୟାଚ୍‌ । ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଇଛି ଲକ୍ଷ୍ନୌ । ଉଭୟ ଦଳ ବର୍ତ୍ତମାନ ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଲକ୍ଷ୍ନୌ ଓ ବାଙ୍ଗାଲୋର ଉଭୟ ୬ଟି ମ୍ୟାଚ୍‌ ଖେଳି ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ଆଜିର ମ୍ୟାଚ୍‌ ପାଇଁ ଉଭୟ ବାଙ୍ଗାଲୋର ଓ ଲକ୍ଷ୍ନୌ ଦଳ ଅପରିବର୍ତ୍ତିତ ରହିଛି । ଉଭୟ ଦଳ ଆଜିର ମ୍ୟାଚ୍‌ରେ ବିଜୟୀ ହୋଇ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବେ ।

ବାଙ୍ଗାଲୋର ଚୂଡ଼ାନ୍ତ ଏକାଦଶ

ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ସୁୟାଶ ପ୍ରଭୁଦେଶାଇ, ଶାହବାଜ ଅହମ୍ମଦ, ଦୀନେଶ କାର୍ତ୍ତିକ, ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ଜୋଶ ହେଜଲେଉଡ, ମହମ୍ମଦ ସିରାଜ

ଲକ୍ଷ୍ନୌ ଚୂଡ଼ାନ୍ତ ଏକାଦଶ

କେ.ଏଲ୍ ରାହୁଲ (ଅଧିନାୟକ), କ୍ବିଣ୍ଟନ୍ ଡି କକ୍, ମନୀଷ ପାଣ୍ଡେ, ମାର୍କସ୍ ଷ୍ଟୋଇନିସ୍, ଦୀପକ ହୁଡ୍ଡା, ଆୟୁଷ ବାଦୋନି, କୃଣାଲ ପାଣ୍ଡ୍ୟା, ଜେସନ ହୋଲ୍ଡର, ଦୁଷ୍ମନ୍ତ ଚମିରା, ଆଭେଶ ଖାନ୍‌, ରବି ବିଷ୍ଣୋଇ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.