ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ନେଲ ୱାଗନର ନେଲେ କୋଭିଡ-19 ଭ୍ୟାକସିନର ପ୍ରଥମ ଡୋଜ୍ । ୱାଗନର ତୌରଙ୍ଗାରେ ମଙ୍ଗଳବାର ଭ୍ୟାକସିନର ପ୍ରଥମ ଡୋଜ ନେଇଥିବା ବ୍ଲାକକାପ୍ସ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।
ନ୍ୟୁଜିଲାଣ୍ଡ ଟିମ୍ର ଇଂଲଣ୍ଡ ଗସ୍ତ ପୂର୍ବରୁ ସ୍କ୍ବାଡରେ ଥିବା 20 ଖେଳାଳିଙ୍କ ମଧ୍ୟରୁ 15 ଜଣ ଟିକା ନେଇସାରିଛନ୍ତି । କେନ ୱିଲିୟମସନ, ଟ୍ରେଣ୍ଟ ବୋଲ୍ଟ, କେଲ ଜେମିଏସନ ଓ ମିଚେଲ ସାଣ୍ଟନର ଭାରତରେ ଆଇପିଏଲ ଖେଳୁଥିବାରୁ ଟିକା ନେଇପାରି ନାହାନ୍ତି ।
-
First @covid19nz vaccine jab for @NeilWagner13 in Tauranga today. He’s the last of our New Zealand based players to receive the first of two doses ahead of departure to England in May. pic.twitter.com/7nxUdEkvFs
— BLACKCAPS (@BLACKCAPS) April 20, 2021 " class="align-text-top noRightClick twitterSection" data="
">First @covid19nz vaccine jab for @NeilWagner13 in Tauranga today. He’s the last of our New Zealand based players to receive the first of two doses ahead of departure to England in May. pic.twitter.com/7nxUdEkvFs
— BLACKCAPS (@BLACKCAPS) April 20, 2021First @covid19nz vaccine jab for @NeilWagner13 in Tauranga today. He’s the last of our New Zealand based players to receive the first of two doses ahead of departure to England in May. pic.twitter.com/7nxUdEkvFs
— BLACKCAPS (@BLACKCAPS) April 20, 2021
ମେ' ମାସରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ଗସ୍ତରେ ଯିବାର ସୂଚୀ ରହିଛି। ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ପରେ ଭାରତ ସହ ଆଇସିସି ୱାର୍ଲ୍ଡ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଜୁନ 18ରୁ ସାଉଥାମ୍ପଟନରେ ଖେଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ