ETV Bharat / sports

ଭାରତ ବିପକ୍ଷ ODI ସିରିଜ ପାଇଁ ଇଣ୍ଡିଜ ଟିମ ଘୋଷଣା, ଫେରିଲେ ହୋଲ୍ଡର - ଭାରତ ବିପକ୍ଷ ସିରିଜରେ ସ୍ଥାନ ପାଇଲେ ଜେସନ ହୋଲ୍ଡର

ଜୁଲାଇ ୨୨ରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଏହି ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଟିମ ଘୋଷଣା ହୋଇଥିବାବେଳେ, କମବ୍ୟାକ୍‌ କରିଛନ୍ତି ଅଲରାଉଣ୍ଡର ଜେସନ ହୋଲ୍ଡର । ଅଧିକ ପଢନ୍ତୁ

ଭାରତ ବିପକ୍ଷ ସିରିଜରେ ସ୍ଥାନ ପାଇଲେ ଜେସନ ହୋଲ୍ଡର

author img

By

Published : Jul 18, 2022, 5:19 PM IST

ହାଇଦ୍ରାବାଦ: ଭାରତ ବିପକ୍ଷ ODI ସିରିଜ ପାଇଁ ୱେଷ୍ଟଇଣ୍ଡିଜ ଟିମ ଘୋଷଣା । ନିକୋଲାସ ପୋରନଙ୍କ ନେତୃତ୍ବରେ ୧୩ଜଣିଆ ସ୍କ୍ବାଡ୍‌ ଘୋଷମା କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ । ତେବେ ଭାରତ ବିପକ୍ଷ ଏହି ସିରିଜ ପାଇଁ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କୁ ଟିମରେ ସାମିଲ କରିଛି ୱେଷ୍ଟଇଣ୍ଡିଜ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ତ୍ରିନିଦାଦରେ ଆସନ୍ତା 22 ତାରିଖ(ଶୁକ୍ରବାର)ଠାରୁ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ 22, ଦ୍ବିତୀୟ ମ୍ୟାଚ୍‌ ଜୁଲାଇ 24 ଓ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଜୁଲାଇ ୨୭ରେ ଖେଳାଯିବା ନେଇ ସୂଚୀ ରହିଛି ।

  • CWI names the 13-player squad to face India in the three-match CG United ODI Series in Trinidad.

    Squad Details⬇️ https://t.co/aPveMYcMb8

    — Windies Cricket (@windiescricket) July 17, 2022 " class="align-text-top noRightClick twitterSection" data=" ">

ଏହାପରେ ଜୁଲାଇ ୨୯ରୁ ଅଗଷ୍ଟ ୭ ପର୍ଯ୍ୟନ୍ତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ତେବେ ୱେଷ୍ଟଇଣ୍ଡିଜ ଟିମ ଏୟାବତ ଟି୨୦ ସ୍କ୍ବାଡ୍‌ ଘୋଷଣା କରିନାହିଁ । ପୂର୍ବରୁ ଭାରତୀୟ ଟିମ ଉଭୟ ODI ଓ ଟି୨୦ ସିରିଜ ପାଇଁ ସ୍କ୍ବାଡ୍‌ ଘୋଷଣା କରିସାରିଛି ।

ଭାରତ ବିପକ୍ଷ ODI ସିରିଜ ପାଇଁ ଘୋଷିତ ୱେଷ୍ଟଇଣ୍ଡିଜ ସ୍କ୍ବାଡ୍‌: ନିକୋଲାସ ପୋରନ(ଅଧିନାୟକ), ଶାହି ହୋପ (ଉପ ଅଧିନାୟକ) ଶାମାରା ବ୍ରୋକ୍ସ, କୈସି କାର୍ଟି, ଜେସନ ହଲ୍ଡର, ଏକୈଲ ହୋସେନ, ଅଲଜାରି ଜୋଶେଫ, ବ୍ରାଣ୍ଡନ କିଙ୍ଗ, କୈଲ ମାୟର୍ସ, ଗୁଡକେଶ ମୋଟି, କେମୋ ପାଉଲ, ରୋଭମାନ ପୋୱେଲ, ଜୟଦେନ ସିଲ୍ସ ।

ରିଜର୍ଭ: ରୋମାରିଓ ସେଫର୍ଡ ଓ ହେଡନ ୱାଲ୍ସ ଜୁନିଅର ।

୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ପାଇଁ ଭାରତୀୟ ସ୍କ୍ବାଡ୍‌ : ଶିଖର ଧାୱନ(କ୍ୟାପଟେନ୍‌), ଋତୁରାଜ ଗାଏକ୍ବାଡ, ଶୁଭମନ ଗିଲ୍‌, ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଇଶାନ କିଶନ(ୱିକେଟ କିପର), ସଞ୍ଜୁ ସାମସନ(ୱିକେଟ କିପର), ରବୀନ୍ଦ୍ର ଜାଡେଜା(ଭାଇସ କ୍ୟାପଟେନ୍‌), ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅଭେଶ ଖାନ, ପ୍ରସିଦ୍ଧ କ୍ରୀଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.