ହାଇଦ୍ରାବାଦ: ଦେଶରେ କୋରୋନାର ଦ୍ବିତୀୟ ଲହର ଭୟାବହତା ବଢିବାରେ ଲାଗିଛି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶନିବାର ଦେଶବାସୀଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ଅପିଲ କରିଛନ୍ତି । ଏହି ସଂକଟ ସମୟରେ ସମସ୍ତଙ୍କୁ ଏକାଠି ହୋଇ ମହାମାରୀ କୋଭିଡ-19 ବିରୁଦ୍ଧରେ ଲଢେଇ କରିବାକୁ ହେବ କହିଛନ୍ତି ଜାଡେଜା ।
-
Right now more than ever we need to be united in our fight against Covid-19. Please wear a mask,follow social distancing and let's adhere to the government norms. As citizens,we must be responsible, and I thank the doctors, nurses for their selfless service in these tough times
— Ravindrasinh jadeja (@imjadeja) April 24, 2021 " class="align-text-top noRightClick twitterSection" data="
">Right now more than ever we need to be united in our fight against Covid-19. Please wear a mask,follow social distancing and let's adhere to the government norms. As citizens,we must be responsible, and I thank the doctors, nurses for their selfless service in these tough times
— Ravindrasinh jadeja (@imjadeja) April 24, 2021Right now more than ever we need to be united in our fight against Covid-19. Please wear a mask,follow social distancing and let's adhere to the government norms. As citizens,we must be responsible, and I thank the doctors, nurses for their selfless service in these tough times
— Ravindrasinh jadeja (@imjadeja) April 24, 2021
ଏଥିସହ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବାକୁ ଅନୁରୋଧ କରିଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀଙ୍କ ନିସ୍ବାର୍ଥପର ସେବାକୁ ମଧ୍ୟ ସାଲ୍ୟୁଟ କରିଛନ୍ତି । ସିଏସକେ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ସ୍ବାସ୍ଥ୍ୟ ସେବା ଧୀରେଧୀରେ ଭୁଷୁଡିବାରେ ଲାଗିଛି ଓ କୋଭିଡ-19ର ଗମ୍ଭୀର ସ୍ଥିତିରେ ଅନେକ ଜୀବନ ବିପଦରେ ରହିଛି ।
ସମସ୍ତେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କୋଭିଡ ଗାଇଡଲାଇନର ପାଳନ ସହ ସମ୍ମୁଖ ଯୋଦ୍ଧାଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଇନା ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ