ETV Bharat / sports

IPL2022: SRH ବିପକ୍ଷରେ ଟସ୍ ଜିତି RCB ର ବ୍ୟାଟିଂ ନିଷ୍ପତ୍ତି

author img

By

Published : May 8, 2022, 3:10 PM IST

Updated : May 8, 2022, 3:49 PM IST

IPL2022 ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ (RCB) ଭେଟିବ ସନରାଇଜର୍ସ ହାଇଦ୍ରାବାଦ(SRH) । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା RCB । ଅଧିକ ପଢନ୍ତୁ

IPL2022: SRH ବିପକ୍ଷରେ ଟସ୍ ଜିତି RCB ର ବ୍ୟାଟିଂ ନିଷ୍ପତ୍ତି
IPL2022: SRH ବିପକ୍ଷରେ ଟସ୍ ଜିତି RCB ର ବ୍ୟାଟିଂ ନିଷ୍ପତ୍ତି

ମୁମ୍ବାଇ: ଚଳିତ IPL2022 ସୁପର ସଣ୍ଡେରେ ରହିଛି ଡବଲ ହେଡର ମ୍ୟାଚ । ଆଜିର ପ୍ରଥମ ତଥା ୫୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ(SRH) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ଲେ-ଅଫ୍‌ ରେସ୍‌ ଜୋରଦାର ହୋଇସାରିଥିବାରୁ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳ । ତେବେ RCB ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ଥିବାରୁ ଏହି ମ୍ୟାଚ୍ ଅଧିକ ଗୁରୁତ୍ବ ବହନ କରୁଛି ।

ଚୂଡାନ୍ତ ଏକାଦଶ:-

RCB: ବିରାଟ କୋହଲି, ଫାପ ଡୁପ୍ଲେସିସ(କ୍ୟାପ୍ଟେନ), ରଜତ ପତିଦାର, ଗ୍ଲେନ ମାକ୍ସୱେଲ, ମହିପାଲ ଲାମରୋର, ଦିନେଶ କାର୍ତ୍ତିକ(ୱିକେଟ କିପର), ଶାହବାଜ ଅହମ୍ମଦ, ୱାନିନ୍ଦୁ ହର୍ଷାରଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲିଉଡ

SRH: ଅଭିଷେକ ଶର୍ମା, କେନ ୱିଲିୟମସନ(କ୍ୟାପ୍ଟେନ), ରାହୁଲ ତ୍ରିପାଠୀ, ଏଡିନ ମାର୍କରମ, ନିକୋଲ୍ସ ପୁରାନ(ୱିକେଟ କିପର), ଶଶାଙ୍କ ସିଂ, ଜଗଦିଶ ସୁଚିତ, କାର୍ତ୍ତିକ ତ୍ୟାଗୀ, ଭୁବନେଶ୍ବର କୁମାର, ଫୈଜଲ ଫାରୁକି, ଉମରାନ ମଲିକ

Last Updated : May 8, 2022, 3:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.