ETV Bharat / sports

IPL2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ - ଆଇପିଏଲ 2022

ଆଇପିଏଲ ୨୦୨୨ର(IPL 2022) ୫୨ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯଆଉଛି । ଟସ୍ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

ipl 2022
IPL2022: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା ପଞ୍ଜାବ
author img

By

Published : May 7, 2022, 3:18 PM IST

Updated : May 7, 2022, 3:30 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL 2022) ଟୁର୍ଣ୍ଣାମେଣ୍ଟର ୫୨ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପଞ୍ଜାବ କ୍ୟାପଟେନ ମୟଙ୍କ ଅଗ୍ରୱାଲ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ଥିବାରୁ ପ୍ଲେ-ଅଫ୍‌ ରେସ୍‌ ଜୋରଦାର ହୋଇଛି । ଫଳରେ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ୧୨ ପଏଣ୍ଟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଓ ୧୦ ପଏଣ୍ଟ ସହ ପଞ୍ଜାବ ସପ୍ତମ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ୍‌ର ଫଳାଫଳ ସହିତ ପଏଣ୍ଟ ଟେବୁଲରେ ବଡଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ଚୁଡାନ୍ତ ଏକାଦଶ:

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ(କ୍ୟାପଟେନ୍‌), ଶିଖର ଧାୱନ, ଲିଆମ ଲିଭିଂଷ୍ଟୋନ, ଜନ୍ନି ବେୟାରଷ୍ଟୋ, ବି ରାଜପକ୍ସା, ଜେ ଶର୍ମା(ୱିକେଟ କିପର), ରିଶି ଧାୱନ, କାଗିସୋ ରବାଡା, ଅର୍ଶଦୀପ ସିଂ, ଏସ ଶର୍ମା, ରାହୁଲ ଚହର ।

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ(କ୍ୟାପଟେନ/ୱିକେଟ କିପର), ଜସ୍‌ ବଟଲର, ଜଶସ୍ବୀ ଜୟଶ୍ବାଲ, ଦେବଦତ୍ତ ପାଦିକ୍କଲ, ସିମ୍ରନ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ, କୁଲଦୀପ ସେନ୍‌ ।

Last Updated : May 7, 2022, 3:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.