ETV Bharat / sports

ଆଇପିଏଲ: ଟସ୍‌ ଜିତିଲେ ରୋହିତ, ବ୍ୟାଟିଂ କରିବ ଚେନ୍ନାଇ - ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ଆଜି ମ୍ୟାଚ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା । ଅଧିକ ପଢନ୍ତୁ...

IPL2021:  Mumbai Indians opt to bowl against CSK
ଆଇପିଏଲ: ଟସ୍‌ ଜିତିଲେ ରୋହିତ, ବ୍ୟାଟିଂ କରିବ ଚେନ୍ନାଇ
author img

By

Published : May 1, 2021, 7:24 PM IST

Updated : May 1, 2021, 7:35 PM IST

ନୂଆଦିଲ୍ଲୀ: ଆଇପିଏଲର 27ତମ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା । ଫଳରେ ପ୍ରଥମେ ବ୍ୟାଟିଂ କରିବ ସିଏସକେ ।

ମୁମ୍ବାଇ ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ନାଥନ କୁଲଟର-ନାଇଲ ଓ ଜୟନ୍ତ ଯାଦବଙ୍କ ସ୍ଥାନରେ ଜେମ୍ସ ନିଶାମ ଓ ଧାୱନ କୁଲକର୍ଣ୍ଣୀଙ୍କୁ ସ୍ଥାନ ମିଳିଛି । ତେବେ ସିଏସକେ ଅପରିବର୍ତ୍ତିତ ରହିଛି ।

ଚୂଡାନ୍ତ ଏକାଦଶ:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଳ ପାଣ୍ଡ୍ୟା, ଜେମ୍ସ ନିଶାମ, ରାହୁଲ ଚହର, ଧାୱଲ କୁଲକର୍ଣ୍ଣୀ, ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ ଡୁ ପ୍ଲେସିସ, ମୋଇନ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି(କ୍ୟାପଟେନ/ୱିକେଟ କିପର), ରବିନ୍ଦ୍ର ଜାଡେଜା, ସାମ କରନ, ଶାର୍ଦ୍ଦୁଳ ଠାକୁର, ଲୁଙ୍ଗି ନିଙ୍ଗିଡି, ଦୀପକ ଚହର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2021, 7:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.